୬-୧୨ ମାର୍ଚ୍ଚ
୧ ବଂଶାବଳୀ ୨୩-୨୬
ଗୀତ ୧୨୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ମନ୍ଦିରରେ ଉପାସନା କରିବାର ଭଲ ବ୍ୟବସ୍ଥା”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ବଂଶା ୨୫:୭, ୮—ଏହି ପଦଗୁଡ଼ିକରୁ କିପରି ଜଣାପଡ଼େ ଯେ ଯିହୋବାଙ୍କ ସ୍ତୁତି ପାଇଁ ଗୀତ ଗାଇବା ଜରୁରୀ ଅଟେ ? (ପ୍ର୨୨.୦୩-ହି ପୃ ୨୨ ¶୧୦)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ବଂଶା ୨୩:୨୧-୩୨ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ସ୍ମାରକ ନିମନ୍ତ୍ରଣର ଭିଡିଓ: (୫ ମି.) ଆଲୋଚନା; ସ୍ମାରକ ନିମନ୍ତ୍ରଣ ଅଭିଯାନ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ସ୍ମାରକ ନିମନ୍ତ୍ରଣ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ଭାଷଣ: (୫ ମି.) ପ୍ର୧୧-ହି ୧୦/୧ ପୃ ୧୪-୧୫—ବିଷୟ: ଖ୍ରୀଷ୍ଟିୟାନମାନେ କାହିଁକି ସଂଗଠିତ ଅଛନ୍ତି ? (ଶିଖାଇବା ଅଧ୍ୟୟନ ୧୪)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ବିପତ୍ତି ଆସିବା ପରେ କିପରି ସାହାଯ୍ୟ କରିବା ?”: (୧୦ ମି.) ଆଲୋଚନା ଓ ଭିଡିଓ ।
ଶନିବାର, ୧୧ ମାର୍ଚ୍ଚରୁ ସ୍ମାରକ ନିମନ୍ତ୍ରଣ ଅଭିଯାନ: (୫ ମି.) ଆଲୋଚନା; ନିମନ୍ତ୍ରଣ ପତ୍ରର କିଛି ବିଶେଷ କଥା କହନ୍ତୁ । ତାʼପରେ କହନ୍ତୁ ଯେ ଏହାକୁ ଦେବା ପାଇଁ ଏବଂ ବିଶେଷ ଭାଷଣ ଓ ସ୍ମାରକ ପାଇଁ କʼଣ କʼଣ ବ୍ୟବସ୍ଥା କରାଯାଇଛି ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୩୯ ଏବଂ ଅଧିକ ବିବରଣୀ ୩
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୨୭ ଏବଂ ପ୍ରାର୍ଥନା