इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ମନ୍ଦିରରେ ଉପାସନା କରିବାର ଭଲ ବ୍ୟବସ୍ଥା

ମନ୍ଦିରରେ ଉପାସନା କରିବାର ଭଲ ବ୍ୟବସ୍ଥା

ରାଜା ଦାଉଦ ଲେବୀମାନଙ୍କୁ ଓ ଯାଜକମାନଙ୍କୁ ମନ୍ଦିରରେ ସେବା କରିବା ପାଇଁ ଅଲଗା ଅଲଗା ଦଳରେ ଭାଗ କରିଦେଲେ (୧ବଂଶା ୨୩:୬, ୨୭, ୨୮; ୨୪:୧, ୩; ଇନସାଇଟ୍‌-୨ ପୃ ୨୪୧, ୬୮୬)

କୁଶଳ ସଙ୍ଗୀତଜ୍ଞ ଓ ନବଶିକ୍ଷିତମାନଙ୍କୁ ମନ୍ଦିରରେ ଗୀତ ଓ ସଙ୍ଗୀତ ବଜାଇବାର କାମ ଦିଆଗଲା (୧ବଂଶା ୨୫:୧, ୮; ପ୍ର୯୪-ହି ୫/୧ ପୃ ୧୬-୧୭ ¶୮)

ଲେବୀମାନଙ୍କୁ ଜଗିବା ପାଇଁ, ଭଣ୍ଡାରର ଦେଖାରେଖା କରିବା ପାଇଁ ଓ ଅନ୍ୟ ଦାୟିତ୍ୱଗୁଡ଼ିକ ଦିଆଗଲା (୧ବଂଶା ୨୬:୧୬-୨୦; ଇନସାଇଟ୍‌-୧ ପୃ ୮୯୮)

ଆମେ ବ୍ୟବସ୍ଥିତ ଭାବେ ଯିହୋବାଙ୍କ ଉପାସନା କରୁ, କାରଣ ସେ ସବୁକିଛି ବ୍ୟବସ୍ଥିତ ଭାବେ କରନ୍ତି ।—୧କରି ୧୪:୩୩.

ଚିନ୍ତନ ପାଇଁ: କେଉଁ କଥାଗୁଡ଼ିକ ଦେଖାଏ ଯେ ଆଜି ଖ୍ରୀଷ୍ଟିୟାନ ମଣ୍ଡଳୀ ବହୁତ ଭଲଭାବେ ବ୍ୟବସ୍ଥିତ ଅଛି ?