୧୧-୧୭ ମାର୍ଚ୍ଚ
ଗୀତସଂହିତା ୧୮
ଗୀତ ୧୪୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ‘ଯିହୋବା ହିଁ ମୋହର ଉଦ୍ଧାରକର୍ତ୍ତା’
(୧୦ ମି.)
ଯିହୋବା ଗୋଟିଏ ବଡ଼ ଶୈଳ, ଗଡ଼ ଓ ଢାଲ ପରି ଅଟନ୍ତି (ଗୀତ ୧୮:୧, ୨; ପ୍ର୦୯-ଇଂ ୫/୧ ପୃ ୧୪ ¶୪-୫)
ଯିହୋବା ଆମ ସାହାଯ୍ୟ ପାଇଁ କରିଥିବା ପ୍ରାର୍ଥନା ଶୁଣନ୍ତି (ଗୀତ ୧୮:୬; ଇନସାଇଟ୍-୨ ପୃ ୧୧୬୧ ¶୭)
ଯିହୋବା ଆମର ସାହାଯ୍ୟ କରନ୍ତି (ଗୀତ ୧୮:୧୬, ୧୭; ପ୍ର୨୨.୦୪ ପୃ ୩ ¶୧)
ବେଳେବେଳେ ହୁଏତ ଯିହୋବା ଆମ ସମସ୍ୟା ଦୂର କରିଦେବେ, ଯେପରି କିଛି ମାମଲାରେ ସେ ଦାଉଦଙ୍କର କରିଥିଲେ । କିନ୍ତୁ ଅଧିକାଂଶ ସମୟରେ ସେ ‘ଉଦ୍ଧାରର ପଥ ପ୍ରସ୍ତୁତ କରନ୍ତି’ ଅର୍ଥାତ୍ ସମସ୍ୟା ସମୟରେ ଆମକୁ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରନ୍ତି ।—୧କରି ୧୦:୧୩.
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଗୀତ ୧୮:୧୦—ଯିହୋବା ଜଣେ କିରୂବ ଉପରେ ଆରୋହଣ କରନ୍ତି, ଲେଖକ ଏପରି କାହିଁକି ଲେଖିଲେ ? (ଇନସାଇଟ୍-୧ ପୃ ୪୩୨ ¶୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଗୀତ ୧୮:୨୦-୩୯ (ଶିଖାଇବା ଅଧ୍ୟୟନ ୧୦)
୪. ହୃଦୟରୁ ଚିନ୍ତା କରନ୍ତୁ—ଯୀଶୁ କʼଣ କଲେ ?
(୭ ମି.) ଭିଡିଓ ଦେଖାନ୍ତୁ, ତାʼପରେ ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୧-୨ ଉପରେ ଆଲୋଚନା କରନ୍ତୁ ।
୫. ହୃଦୟରୁ ଚିନ୍ତା କରନ୍ତୁ—ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍ ?
(୮ ମି.) ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩-୫ ଏବଂ “ଏହା ବି ଦେଖନ୍ତୁ” ଭାଗ ଉପରେ ଆଧାରିତ ଆଲୋଚନା ।
ଗୀତ ୬୦
୬. ମଣ୍ଡଳୀର ଆବଶ୍ୟକତା
(୫ ମି.)
୭. ସଂଗଠନକୁ ମିଳିଥିବା ସଫଳତା
(୧୦ ମି.) ମାର୍ଚ୍ଚ ମାସର ଭିଡିଓ ଦେଖାନ୍ତୁ ।
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୧.୧୦-ହି ଅଧ୍ୟୟନ ଲେଖା ୪୩ ¶୧-୯