इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୨-୨୮ ଏପ୍ରିଲ୍‌

ଗୀତସଂହିତା ୩୨–୩୩

୨୨-୨୮ ଏପ୍ରିଲ୍‌

ଗୀତ ୧୦୩ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଆମେ ନିଜ ପାପ କାହିଁକି ମାନିବା ଉଚିତ୍‌ ?

(୧୦ ମି.)

ଯେବେ ଦାଉଦ ନିଜ ପାପ ଲୁଚାଇବା ପାଇଁ ଚେଷ୍ଟା କଲେ, ତେବେ ସେ ଚିନ୍ତିତ ରହିବାକୁ ଲାଗିଲେ । ଏହା ହୁଏତ ସେସମୟର କଥା ଅଟେ, ଯେବେ ସେ ବତ୍‌ଶେବା ସହ ବ୍ୟଭିଚାର କରିଥିଲେ (ଗୀତ ୩୨:୩, ୪; ପ୍ର୯୩-ଇଂ ୩/୧୫ ପୃ ୯ ¶୭)

ଦାଉଦ ଯିହୋବାଙ୍କ ଆଗରେ ନିଜ ପାପ ସ୍ୱୀକାର କଲେ ଏବଂ ଯିହୋବା ତାଙ୍କୁ କ୍ଷମା କରିଦେଲେ (ଗୀତ ୩୨:୫; ଯିହୋବାଙ୍କ ନିକଟବର୍ତ୍ତୀ ପୃ ୨୬୨ ¶୮)

ଯେବେ ଯିହୋବା ତାଙ୍କୁ କ୍ଷମା କରିଦେଲେ, ତେବେ ତାଙ୍କୁ ଶାନ୍ତି ମିଳିଲା (ଗୀତ ୩୨:୧; ପ୍ର୦୧-ହି ୬/୧ ପୃ ୩୦ ¶୧)

ଯେବେ ଆମଦ୍ୱାରା କିଛି ଗମ୍ଭୀର ପାପ ହୋଇଯାଏ, ତେବେ ଆମେ ନମ୍ର ହୋଇ ଯିହୋବାଙ୍କ ଆଗରେ ତାହା ସ୍ୱୀକାର କରିବା ଉଚିତ୍‌ ଏବଂ ତାଙ୍କୁ କ୍ଷମା ମାଗିବା ଉଚିତ୍‌ । ଆମକୁ ପ୍ରାଚୀନମାନଙ୍କ ପାଖରେ ବି ଯିବା ଉଚିତ୍‌, ଯିଏ ଆମକୁ ପୁଣିଥରେ ଯିହୋବାଙ୍କ ନିକଟକୁ ଆସିବା ପାଇଁ ସାହାଯ୍ୟ କରିବେ । (ଯାକୁ ୫:୧୪-୧୬) ଏସବୁ କରିବା ଦ୍ୱାରା ଆମକୁ ଯିହୋବାଙ୍କଠାରୁ ସତେଜତା ମିଳିବ ।—ପ୍ରେରି ୩:୧୯.

୨. ବହୁମୂଲ୍ୟ ରତ୍ନ

(୧୦ ମି.)

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. ନମ୍ର ରହନ୍ତୁ—ପାଉଲ କʼଣ କଲେ ?

(୭ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ, ତାʼପରେ ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୧-୨ ଉପରେ ଚର୍ଚ୍ଚା କରନ୍ତୁ ।

୫. ନମ୍ର ରହନ୍ତୁ—ପାଉଲଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୭୪

୬. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୭. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୩୯ ଏବଂ ପ୍ରାର୍ଥନା