इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୫-୩୧ ମାର୍ଚ୍ଚ

ଗୀତସଂହିତା ୨୨

୨୫-୩୧ ମାର୍ଚ୍ଚ

ଗୀତ ୧୯ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ସୈନିକମାନେ, ଯୀଶୁଙ୍କ କପଡ଼ା ପାଇଁ ପରସ୍ପର ମଧ୍ୟରେ ଗୁଲିବାଣ୍ଟ କରୁଛନ୍ତି

୧. ଯୀଶୁଙ୍କ ମୃତ୍ୟୁ ସହ ଜଡ଼ିତ ଭବିଷ୍ୟତବାଣୀଗୁଡ଼ିକ

(୧୦ ମି.)

ଲୋକମାନଙ୍କୁ ଏପରି ଲାଗନ୍ତା ଯେ ଈଶ୍ୱର ଯୀଶୁଙ୍କୁ ଛାଡ଼ି ଦେଇଛନ୍ତି (ଗୀତ ୨୨:୧; ପ୍ର୧୧-ହି ୮/୧୫ ପୃ ୧୫ ¶୧୬)

ଯୀଶୁଙ୍କ ଥଟ୍ଟା କରାଯାନ୍ତା (ଗୀତ ୨୨:୭, ୮; ପ୍ର୧୧-ହି ୮/୧୫ ପୃ ୧୪-୧୫ ¶୧୩)

ଯୀଶୁଙ୍କ କପଡ଼ା ନେବା ପାଇଁ ଗୁଲିବାଣ୍ଟ କରାଯାନ୍ତା (ଗୀତ ୨୨:୧୮; ପ୍ର୧୧-ହି ୮/୧୫ ପୃ ୧୫ ¶୧୪; ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ)

ନିଜକୁ ପଚାରନ୍ତୁ:ଗୀତସଂହିତା ୨୨ ଅଧ୍ୟାୟରୁ କିପରି ମୋ ବିଶ୍ୱାସ ବଢ଼େ ଯେ ମସୀହଙ୍କ ବିଷୟରେ ଅନ୍ୟ ଭବିଷ୍ୟତବାଣୀଗୁଡ଼ିକ ମଧ୍ୟ ନିଶ୍ଚୟ ପୂରା ହେବ, ଯେପରି ମୀଖା ୪:୪ ପଦର ଭବିଷ୍ୟତବାଣୀ ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୪)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଏପରି ଚିହ୍ନା ପରିଚିତମାନଙ୍କ ସହ ପୁଣିଥରେ କଥା ହୁଅନ୍ତୁ, ଯାହାଙ୍କୁ ଆପଣ ସ୍ମାରକର ନିମନ୍ତ୍ରଣ ପତ୍ର ଦେଇଥିଲେ ଓ ସେ ଏବିଷୟରେ ଆହୁରି ଜାଣିବା ପାଇଁ ଚାହୁଁଥିଲେ । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩)

୬. ଭାଷଣ

(୫ ମି.) ପ୍ର୨୦.୦୭-ହି ପୃ ୧୧-୧୩ ¶୧୪-୧୭—ବିଷୟ: ବାଇବଲର ଭବିଷ୍ୟତବାଣୀଗୁଡ଼ିକରୁ କିପରି ଆମ ବିଶ୍ୱାସ ଦୃଢ଼ ହୁଏ ? (ଶିଖାଇବା ଅଧ୍ୟୟନ ୨୦)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୯୫

୭. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୫୩ ଏବଂ ପ୍ରାର୍ଥନା