୮-୧୪ ଏପ୍ରିଲ୍
ଗୀତସଂହିତା ୨୬–୨୮
ଗୀତ ୩୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ନିର୍ଦ୍ଦୋଷ ରହିବା ପାଇଁ ଦାଉଦ କʼଣ କଲେ ?
(୧୦ ମି.)
ଦାଉଦ ଯିହୋବାଙ୍କୁ କହିଲେ ଯେ ସେ ଦାଉଦଙ୍କ ଚିନ୍ତାଧାରାଗୁଡ଼ିକୁ ଶୁଦ୍ଧ କରନ୍ତୁ (ଗୀତ ୨୬:୧, ୨; ପ୍ର୦୪-ହି ୧୨/୧ ପୃ ୧୪ ¶୮-୯)
ଦାଉଦ ଖରାପ ଲୋକମାନଙ୍କ ସହିତ ମିଳାମିଶା କଲେନି (ଗୀତ ୨୬:୪, ୫; ପ୍ର୦୪-ହି ୧୨/୧ ପୃ ୧୫-୧୬ ¶୧୨-୧୩)
ଦାଉଦଙ୍କୁ ଯିହୋବାଙ୍କ ଉପାସନା କରିବା ବହୁତ ଭଲ ଲାଗୁଥିଲା (ଗୀତ ୨୬:୮; ପ୍ର୦୪-ହି ୧୨/୧ ପୃ ୧୬-୧୭ ¶୧୭-୧୮)
ଏହା ସତ ଯେ ଦାଉଦ ଅନେକ ଭୁଲ କଲେ, ତଥାପି ସେ “ଏକାନ୍ତ ଚିତ୍ତରେ” ଚାଲିଲେ । (୧ ରାଜା. ୯:୪) ସେ ପୂରା ହୃଦୟରୁ ଲଗାତାର ଯିହୋବାଙ୍କୁ ପ୍ରେମ କଲେ ଓ ତାଙ୍କ ସେବା କଲେ । ଏପରି ଭାବେ ସେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ।
୨. ବହୁମୂଲ୍ୟ ରତ୍ନ
(୧୦ ମି.)
-
ଗୀତ ୨୭:୧୦—ଯେବେ ଆମର ପରିବାର ଲୋକେ କିମ୍ବା ଆମ ବହୁତ ଭଲ ସାଙ୍ଗ ଆମକୁ ଛାଡ଼ି ଦିଅନ୍ତି, ତେବେ ଏହି ପଦରୁ ଆମକୁ କିପରି ସାନ୍ତ୍ୱନା ମିଳିପାରିବ ? (ପ୍ର୦୬-ହି ୮/୧ ପୃ ୨୦ ¶୧୫)
-
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଗୀତ ୨୭:୧-୧୪ (ଶିଖାଇବା ଅଧ୍ୟୟନ ୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୨ ମି.) ଘର ଘର ପ୍ରଚାର । ଶିକ୍ଷା ଉପକରଣ ବକ୍ସରୁ କିଛି ଟ୍ରାକ୍ଟ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୩)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ଘର ଘର ପ୍ରଚାର । ଗତଥର ଆପଣ ଯେଉଁ ଟ୍ରାକ୍ଟ ଦେଇଥିଲେ, ତାʼପଛପଟେ ଦିଆଯାଇଥିବା ପ୍ରଶ୍ନ ଉପରେ ଚର୍ଚ୍ଚା କରନ୍ତୁ । ସେହି ବ୍ୟକ୍ତିଙ୍କୁ jw.org ୱେବସାଇଟ୍ ଖୋଲିକି ଦେଖାନ୍ତୁ ଏବଂ ସେଠାରେ କେଉଁ ପ୍ରକାରର ତଥ୍ୟ ମିଳେ, ଏହାର ଗୋଟିଏ ଉଦାହରଣ କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)
୬. ଭାଷଣ
(୫ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୩—ବିଷୟ: ଭବିଷ୍ୟତରେ ପ୍ରଦୂଷଣ ହେବ ନାହିଁ ଆଉ ପୂରା ପୃଥିବୀ ସୁନ୍ଦର ହୋଇଯିବ । (ଶିଖାଇବା ଅଧ୍ୟୟନ ୧୩)
ଗୀତ ୧୨୮
୭. ନିର୍ଦ୍ଦୋଷ ଚାଲିଚଳନ ରଖୁଥିବା ଯୁବାମାନେ
(୧୫ ମି.) ଆଲୋଚନା ।
ମଣ୍ଡଳୀର ଯୁବାମାନଙ୍କ ପାଇଁ ନିର୍ଦ୍ଦୋଷ ଚାଲିଚଳନ ରଖିବା ଲଢ଼େଇ ପରି ଅଟେ । ସେମାନଙ୍କୁ ଅପରିପୂର୍ଣ୍ଣତା ଯୋଗୁଁ ନିଜ ସହ ଲଢ଼ିବାକୁ ପଡ଼େ ଏବଂ ଯୌବନ ଅବସ୍ଥାର ଆରମ୍ଭ ସମୟ ଯୋଗୁଁ ତାଙ୍କ ଭିତରେ ଯୌନ ଇଚ୍ଛାଗୁଡ଼ିକ ପ୍ରବଳ ହୋଇଥାଏ । (ରୋମୀ ୭:୨୧; ୧କରି ୭:୩୬) ତାʼଛଡ଼ା ସେମାନଙ୍କ ଉପରେ ଲଗାତାର ଏହା ଚାପ ପକାଯାଏ ଯେ ସେମାନେ ସମାନ ଲିଙ୍ଗର କିମ୍ବା ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ସହ ଯୌନ ସମ୍ପର୍କ ରଖନ୍ତୁ । (ଏଫି ୨:୨) ତଥାପି ସେମାନେ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତି । ତେଣୁ ଆମେ ସେମାନଙ୍କ ପାଇଁ ବହୁତ ଗର୍ବିତ ।
କିଶୋର-କିଶୋରୀ—ଦ୍ୱନ୍ଦ ଓ ତାର ଉତ୍ତର: ଯଦି କେହି ମୋତେ ସେକ୍ସ ପାଇଁ କହିବେ, ତେବେ କʼଣ କରିବି ? ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
-
କୋରୀ ଓ କେମରନ୍ ଉପରେ କʼଣ କରିବାର ଚାପ ଆସିଲା ?
-
ନିର୍ଦ୍ଦୋଷ ଚାଲିଚଳନ ରଖିବା ପାଇଁ ସେମାନେ କʼଣ କଲେ ?
-
ଏପରି ପରିସ୍ଥିତିର ସାମନା କରିବା ପାଇଁ ବାଇବଲର କେଉଁ ସିଦ୍ଧାନ୍ତ ଆପଣଙ୍କୁ ସାହାଯ୍ୟ କରିପାରିବ ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୧.୧୧-ହି ଅଧ୍ୟୟନ ଲେଖା ୪୪ ¶୧୪-୧୯