इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୪-୨୦ ଏପ୍ରିଲ୍‌

ହିତୋପଦେଶ ୯

୧୪-୨୦ ଏପ୍ରିଲ୍‌

ଗୀତ ୫୬ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ବୁଦ୍ଧିମାନ ହୁଅନ୍ତୁ, କାହାରି ନିନ୍ଦା କରନ୍ତୁ ନାହିଁ

(୧୦ ମି.)

ଯିଏ ନିନ୍ଦା କରେ, ସେ କାହାରି ପରାମର୍ଶ ସ୍ୱୀକାର କରେ ନାହିଁ ବରଂ ଯିଏ ପରାମର୍ଶ ଦିଏ ତାକୁ ରାଗିଯାଏ (ହିତୋ ୯:୭, ୮କ; ପ୍ର୨୨.୦୨-ହି ପୃ ୯ ¶୪)

ବୁଦ୍ଧିମାନ ବ୍ୟକ୍ତି ପରାମର୍ଶ ସ୍ୱୀକାର କରେ ଓ ଯିଏ ପରାମର୍ଶ ଦିଅନ୍ତି ତାଙ୍କୁ କୃତଜ୍ଞତା ଦେଖାଏ (ହିତୋ ୯:୮ଖ, ୯; ପ୍ର୨୨.୦୨-ହି ପୃ ୧୨-୧୩ ¶୧୨-୧୪; ପ୍ର୦୧-ହି ୫/୧୫ ପୃ ୩୦ ¶୧-୨)

ବୁଦ୍ଧିମାନ ବ୍ୟକ୍ତିର ଲାଭ ହୁଏ କିନ୍ତୁ ଯିଏ ନିନ୍ଦା କରେ ତାʼର କ୍ଷତି ହୁଏ (ହିତୋ ୯:୧୨; ପ୍ର୦୧-ହି ୫/୧୫ ପୃ ୩୦ ¶୫)

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୯:୧୭—“ଚୌର୍ଯ୍ୟଜଳ” କʼଣ ଓ ଏହାକୁ କାହିଁକି “ମିଷ୍ଟ” ବୋଲି କୁହାଯାଇଛି ? (ପ୍ର୨୩.୦୬ ପୃ ୨୨-୨୩ ¶୯)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଘରମାଲିକ ସ୍ମାରକରେ ଆସିଥିଲେ । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୩)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଗତଥର ଆପଣ ବ୍ୟକ୍ତି ଜଣକୁ କହିଥିଲେ ଯେ ତାଙ୍କ ଅଞ୍ଚଳରେ ସ୍ମାରକ କେଉଁଠି ହେବ । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୪)

୬. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଗତଥର ଆପଣ ନିଜ ଚିହ୍ନା ପରିଚିତ ବ୍ୟକ୍ତିଙ୍କୁ କହିଥିଲେ ଯେ ତାଙ୍କ ଅଞ୍ଚଳରେ ସ୍ମାରକ କେଉଁଠି ହେବ । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୮୪

୭. କʼଣ ବଡ଼ ଦାୟିତ୍ୱ ଆମକୁ ଅନ୍ୟମାନଙ୍କଠାରୁ ବଡ଼ କରାଏ ?

(୧୫ ମି.) ଆଲୋଚନା ।

ଭିଡିଓ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  •   କିଛି ଭାଷାଗୁଡ଼ିକରେ “ସମ୍ମାନ” ବା “ଦାୟିତ୍ୱର” ଅର୍ଥ କʼଣ ହୋଇପାରେ ?

  •   ଯେଉଁମାନେ ମଣ୍ଡଳୀରେ ଦାୟିତ୍ୱ ତୁଲାଉଛନ୍ତି, ସେମାନଙ୍କୁ ନିଜ ବିଷୟରେ କେଉଁ କଥା ମନେ ରଖିବା ଉଚିତ୍‌ ?

  •   ଅନ୍ୟମାନଙ୍କ ସେବା କରିବା କୌଣସି ପଦବୀ ପାଇବାଠାରୁ କାହିଁକି ଅଧିକ ଜରୁରୀ ଅଟେ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୪୨ ଏବଂ ପ୍ରାର୍ଥନା