୨୪-୩୦ ମାର୍ଚ୍ଚ
ହିତୋପଦେଶ ୬
ଗୀତ ୧୧ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଆମେ ପିମ୍ପୁଡ଼ିମାନଙ୍କଠାରୁ କʼଣ ଶିଖିପାରିବା ?
(୧୦ ମି.)
ପିମ୍ପୁଡ଼ିମାନଙ୍କଠାରୁ ଆମେ ଅନେକ କଥା ଶିଖିପାରିବା (ହିତୋ ୬:୬)
ପିମ୍ପୁଡ଼ିମାନଙ୍କୁ ଏପରି ଭାବେ ସୃଷ୍ଟି କରାଯାଇଛି ଯେ ସେଗୁଡ଼ିକ କୌଣସି ଶାସକ ବିନା ମଧ୍ୟ ବହୁତ ପରିଶ୍ରମ କରନ୍ତି, ପରସ୍ପରକୁ ସାହାଯ୍ୟ କରନ୍ତି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତି କରନ୍ତି (ହିତୋ ୬:୭, ୮; ଇନସାଇଟ୍-୧ ପୃ ୧୧୫ ¶୧-୨)
ଯଦି ଆମେ ପିମ୍ପୁଡ଼ିମାନଙ୍କ ଭଳି ହେବା ତାହେଲେ ଆମକୁ ଲାଭ ହେବ (ହିତୋ ୬:୯-୧୧; ପ୍ର୦୦-ହି ୯/୧୫ ପୃ ୨୬ ¶୩-୪)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
-
ହିତୋ ୬:୧୬-୧୯—ଏହି ପଦଗୁଡ଼ିକରେ ଯେଉଁ ବିଷୟରେ କୁହାଯାଇଛି, କʼଣ ଯିହୋବା କେବଳ ସେଗୁଡ଼ିକୁ ହିଁ ଘୃଣା କରନ୍ତି ? (ପ୍ର୦୦-ହି ୯/୧୫ ପୃ ୨୭ ¶୪)
-
ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ହିତୋ ୬:୧-୨୬ (ଶିଖାଇବା ଅଧ୍ୟୟନ ୧୦)
୪. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଆପଣଙ୍କ ସମ୍ପର୍କୀୟ ଯିଏ କିଛି ସମୟରୁ ଯିହୋବାଙ୍କ ସେବା କରିବା ଛାଡ଼ି ଦେଇଛନ୍ତି, ତାଙ୍କୁ ବିଶେଷ ଭାଷଣରେ ଓ ସ୍ମାରକରେ ଡାକନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩)
୫. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ସ୍ମାରକରେ ଯିବା ପାଇଁ ନିଜ ମାଲିକଙ୍କୁ ଛୁଟି ମାଗନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩)
୬. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକୁ ବିଶେଷ ଭାଷଣରେ ଓ ସ୍ମାରକରେ ଡାକନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୩)
ଗୀତ ୨
୭. ସୃଷ୍ଟିରୁ ଜଣାପଡ଼େ ଯେ ଯିହୋବା ଚାହାନ୍ତି ଆମେ ଖୁସିରେ ରହୁ—ଅଦ୍ଭୁତ ଜୀବଜନ୍ତୁ
(୫ ମି.) ଆଲୋଚନା ।
ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
-
ଜୀବଜନ୍ତୁମାନଙ୍କୁ ଦେଖି ଯିହୋବାଙ୍କ ବିଷୟରେ କʼଣ ଜଣାପଡ଼େ ?
୮. ମଣ୍ଡଳୀର ଆବଶ୍ୟକତା
(୧୦ ମି.)
୯. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୫ ଅଧ୍ୟୟନ ଲେଖା ୨୦ ¶୧-୭