ଦକ୍ଷିଣ ଆକାରେ ଜଣେ ଭାଇ ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଭିଡିଓ ଦେଖାଇ ଶିଖାଉଛନ୍ତି

ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭା ପୁସ୍ତିକା ମାର୍ଚ୍ଚ ୨୦୧୯

ପ୍ରଚାର କରିବାର ନମୁନା

ମଣିଷମାନଙ୍କ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ ବିଷୟରେ ପ୍ରଚାର କରିବାର ନମୁନା ସିରିଜ୍‌ ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଖ୍ରୀଷ୍ଟୀୟ ପ୍ରେମର ଅର୍ଥ କʼଣ?

ଆମେ ଖ୍ରୀଷ୍ଟିୟାନ ହୋଇଥିବାରୁ ଆମ ପ୍ରତି କେହି ମନ୍ଦ ବ୍ୟବହାର କଲେ, ଆମେ ପ୍ରେମ କିପରି ଦେଖାଇପାରିବା?

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଧୈର୍ଯ୍ୟ ଧରିବା ଓ ସାନ୍ତ୍ୱନା ପାଇବା ପାଇଁ ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ

ଯିହୋବା ଈଶ୍ୱର ନିଜ ବାକ୍ୟ ମାଧ୍ୟମରେ ଆମକୁ ସାନ୍ତ୍ୱନା ଦିଅନ୍ତି ଏବଂ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଆପଣଙ୍କ ମନ ସାଂସାରିକ ନା ଆତ୍ମିକ?

ଆମ ସମସ୍ତଙ୍କୁ ଈଶ୍ୱରଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍‌ କରିବା ଏବଂ ଈଶ୍ୱରଙ୍କ ଭଳି ମନୋଭାବ ବଢ଼ାଇବା ଜାରି ରଖିବାକୁ ହେବ ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ଚିଠି ଲେଖି ସାକ୍ଷ୍ୟ ଦେବାରେ

ଅଜଣା ବ୍ୟକ୍ତିମାନଙ୍କୁ ଚିଠି ଲେଖିବା ସମୟରେ ଆମେ କେଉଁ କଥାଗୁଡ଼ିକୁ ମନେ ରଖିବା ଉଚିତ୍‌?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଚିଠିର ନମୁନା

ଆପଣ ନିଜ ଅଞ୍ଚଳର ପରିସ୍ଥିତି ଓ ପ୍ରଥାଗୁଡ଼ିକୁ ଧ୍ୟାନରେ ରଖନ୍ତୁ ଏବଂ ଯେଉଁ ଉଦ୍ଦେଶ୍ୟରେ ଚିଠି ଲେଖୁଛନ୍ତି, ତାʼ ମୁତାବକ ଚିଠିରେ ପରିବର୍ତ୍ତନ ଆଣନ୍ତୁ ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

“ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ”

ବହିଷ୍କାରର ବ୍ୟବସ୍ଥାରୁ କିପରି ପ୍ରେମ ପ୍ରକାଶିତ ହୁଏ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବାଇବଲ ବିଦ୍ୟାର୍ଥୀମାନଙ୍କୁ ଭିଡିଓ ଦେଖାଇ ଶିଖାନ୍ତୁ

ଆପଣଙ୍କ ବାଇବଲ ବିଦ୍ୟାର୍ଥୀଙ୍କୁ ଶିଖାଇବା ସମୟରେ ଭିଡିଓଗୁଡ଼ିକର ବ୍ୟବହାର କରୁଛନ୍ତି କି?