इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୧୫-୧୬

ଧୈର୍ଯ୍ୟ ଧରିବା ଓ ସାନ୍ତ୍ୱନା ପାଇବା ପାଇଁ ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ

ଧୈର୍ଯ୍ୟ ଧରିବା ଓ ସାନ୍ତ୍ୱନା ପାଇବା ପାଇଁ ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ

୧୫:୪-୭

ଯିହୋବା ଅନେକ ଉପାୟରେ ଆମକୁ ସାନ୍ତ୍ୱନା ଦିଅନ୍ତି ଏବଂ ଧୈର୍ଯ୍ୟ ଧରିବା ପାଇଁ ଶକ୍ତି ଦେଇଥାʼନ୍ତି । ସେମଧ୍ୟରୁ ଗୋଟିଏ ହେଉଛି, ନିଜ ବାକ୍ୟ ଜରିଆରେ । ବାଇବଲର ଏହି ଚରିତ୍ରମାନଙ୍କଠାରୁ ଆପଣଙ୍କୁ କିପରି ସାନ୍ତ୍ୱନା ଓ ଉତ୍ସାହ ମିଳେ?

  • ନୋହ

  • ଯୋଷେଫ

  • ଦାଉଦ