୧୮-୨୪ ମାର୍ଚ୍ଚ
୧ କରିନ୍ଥୀୟ ୧-୩
ଗୀତ ୧୨୭ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଆପଣଙ୍କ ମନ ସାଂସାରିକ ନା ଆତ୍ମିକ?”: (୧୦ ମି.)
[୧ କରିନ୍ଥୀୟ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]
୧କରି ୨:୧୪—“ସାଂସାରିକ” ମନ ରଖିବାର ଅର୍ଥ କʼଣ? (ପ୍ର୧୮.୦୨-ହି ୧୯ ¶୪-୫)
୧କରି ୨:୧୫, ୧୬—“ଆତ୍ମିକ” ମନ ରଖିବାର ଅର୍ଥ କʼଣ? (ପ୍ର୧୮.୦୨-ହି ୧୯ ¶୬; ୨୨ ¶୧୫
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
୧କରି ୧:୨୦—ଈଶ୍ୱର “ଜଗତର ଜ୍ଞାନକୁ ମୂର୍ଖତା ବୋଲି ପ୍ରକାଶ” କିପରି କଲେ? (ଇନସାଇଟ୍-୨ ୧୧୯୩ ¶୧)
୧କରି ୨:୩-୫—ପାଉଲଙ୍କଠାରୁ ଆମେ କʼଣ ଶିଖୁ? (ପ୍ର୦୮-ହି ୭/୧୫ ୨୭ ¶୬)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ୧କରି ୧:୧-୧୭ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୩)
ପ୍ରଥମ ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଆମକୁ ଶିଖାଏ ବହି ବିଷୟରେ କୁହନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ଚିଠି ଲେଖି ସାକ୍ଷ୍ୟ ଦେବାରେ”: (୮ ମି.) ଆଲୋଚନା ।
୨୩ ମାର୍ଚ୍ଚ ଶନିବାରରୁ ସ୍ମାରକ ନିମନ୍ତ୍ରଣ ଅଭିଯାନ ଆରମ୍ଭ: (୭ ମି.) ସେବା ଅଧ୍ୟକ୍ଷଙ୍କ ଦ୍ୱାରା ପରିଚାଳନା । ସଭାରେ ଆସିଥିବା ସମସ୍ତଙ୍କୁ ଗୋଟିଏ ଲେଖାଏଁ ନିମନ୍ତ୍ରଣ ପତ୍ର ଦିଅନ୍ତୁ ଏବଂ ତାʼ ବିଷୟରେ କୁହନ୍ତୁ । ନିମନ୍ତ୍ରଣ ପତ୍ର ଦେବାର ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ । ଏହା ମଧ୍ୟ କୁହନ୍ତୁ ଯେ ପୂରା ଅଞ୍ଚଳରେ ନିମନ୍ତ୍ରଣ ପତ୍ର ଦେବା ପାଇଁ ମଣ୍ଡଳୀ କʼଣ କʼଣ ବ୍ୟବସ୍ଥା କରିଛି ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୨ ¶୧-୯, ଅଧିକ ବିବରଣୀ–୨
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୯୬ ଏବଂ ପ୍ରାର୍ଥନା