इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ କରିନ୍ଥୀୟ ୧-୩

ଆପଣଙ୍କ ମନ ସାଂସାରିକ ନା ଆତ୍ମିକ?

ଆପଣଙ୍କ ମନ ସାଂସାରିକ ନା ଆତ୍ମିକ?

୨:୧୪-୧୬

ଆମ ସମସ୍ତଙ୍କୁ ଈଶ୍ୱରଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍‌ କରିବା ଏବଂ ଈଶ୍ୱରଙ୍କ ଭଳି ମନୋଭାବ ବଢ଼ାଇବା ଜାରି ରଖିବାକୁ ହେବ । (ଏଫି ୪:୨୩, ୨୪) ଏପରି କରିବା ପାଇଁ ଆମେ ଲଗାତାର ସତ୍ୟର ଜ୍ଞାନ ନେବା, ଈଶ୍ୱରଙ୍କ ସେବାରେ ଲକ୍ଷ୍ୟ ରଖିବା ଏବଂ ପବିତ୍ର ଶକ୍ତିର ଗୁଣଗୁଡ଼ିକୁ ବଢ଼ାଇବା ଜାରି ରଖିବା ଉଚିତ୍‌ ।

ଗୋଟେ ବର୍ଷ ପୂର୍ବେ, ଦଶ ବର୍ଷ ପୂର୍ବେ, କିମ୍ବା ଯେତେବେଳେ ଆପଣ ବାଯ୍ତିସ୍ମ ନେଇଥିଲେ, ତାʼ ତୁଳନାରେ ଆଜି ଈଶ୍ୱରଙ୍କ ସହ ଆପଣଙ୍କ ସମ୍ପର୍କ କିପରି ଅଛି?