୨୫-୩୧ ମାର୍ଚ୍ଚ
୧ କରିନ୍ଥୀୟ ୪-୬
ଗୀତ ୧୨୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ”: (୧୦ ମି.)
୧କରି ୫:୧, ୨—କରିନ୍ଥର ମଣ୍ଡଳୀ ଏପରି ଏକ ଦୋଷୀକୁ ପ୍ରଶ୍ରୟ ଦେଇଥିଲା, ଯିଏ ପଶ୍ଚାତାପ କରୁ ନ ଥିଲା
୧କରି ୫:୫-୮, ୧୩—ପାଉଲ କହିଲେ ଯେ ସେହି ‘ଖମୀରକୁ’ ମଣ୍ଡଳୀ ନିଜ ମଧ୍ୟରୁ ବାହାର କରିଦେଉ ଏବଂ ଦୋଷୀକୁ ଶୟତାନର ହାତରେ ସମର୍ପି ଦେଉ (ଇନସାଇଟ୍-୨ ୨୩୦, ୮୬୯-୮୭୦)
୧କରି ୫:୯-୧୧—ମଣ୍ଡଳୀ ଏପରି ଲୋକଙ୍କ ସହ ସଙ୍ଗତି କରିବା ଉଚିତ୍ ନୁହେଁ, ଯେଉଁମାନେ ପଶ୍ଚାତାପ କରନ୍ତି ନାହିଁ [ପ୍ରେମରେ ସ୍ଥିର (ହିନ୍ଦୀ) ୨୪୧, ଅଧିକ ବିବରଣୀ “ବହିଷ୍କାରର ବ୍ୟବସ୍ଥା”]
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
୧କରି ୪:୯—ଈଶ୍ୱରଙ୍କ ସେବକମାନେ ସ୍ୱର୍ଗଦୂତମାନଙ୍କ ନିକଟରେ କିପରି “କୌତୁକର ବିଷୟ” ହେଉଛନ୍ତି? (ପ୍ର୦୯-ହି ୫/୧୫ ୨୪ ¶୧୬)
୧କରି ୬:୩—ପାଉଲ ଯେତେବେଳେ ଲେଖିଲେ, ‘ଆମ୍ଭେମାନେ ଦୂତମାନଙ୍କର ବିଚାର କରିବା,’ ସେ ହୁଏତ କେଉଁ ବିଷୟରେ କହୁଥିଲେ? (ଇନସାଇଟ୍-୨ ୨୧୧)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ୧କରି ୬:୧-୧୪ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍) ପ୍ରେମରେ ସ୍ଥିର (ହିନ୍ଦୀ) ୪୪ (ଶିଖାଇବା ଅଧ୍ୟୟନ ୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ବାଇବଲ ବିଦ୍ୟାର୍ଥୀମାନଙ୍କୁ ଭିଡିଓ ଦେଖାଇ ଶିଖାନ୍ତୁ”: (୧୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ, ଯେଉଁଥିରେ ଜଣେ ଭଉଣୀ ନିଜ ବିଦ୍ୟାର୍ଥୀଙ୍କୁ ଶିଖାଇବା ସମୟରେ ଖୁସିର ଖବର ପୁସ୍ତିକାର ପାଠ ୪ ଉପରେ ଆଧାରିତ ଭିଡିଓ ଦେଖାନ୍ତି । ତାʼପରେ ଭିଡିଓ ଉପରେ ଆଲୋଚନା କରନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୨ ¶୧୦-୧୭, ଅଧିକ ବିବରଣୀ–୩-୫
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୯୮ ଏବଂ ପ୍ରାର୍ଥନା