इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୫-୩୧ ମାର୍ଚ୍ଚ

୧ କରିନ୍ଥୀୟ ୪-୬

୨୫-୩୧ ମାର୍ଚ୍ଚ
  • ଗୀତ ୧୨୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ”: (୧୦ ମି.)

    • ୧କରି ୫:୧, ୨—କରିନ୍ଥର ମଣ୍ଡଳୀ ଏପରି ଏକ ଦୋଷୀକୁ ପ୍ରଶ୍ରୟ ଦେଇଥିଲା, ଯିଏ ପଶ୍ଚାତାପ କରୁ ନ ଥିଲା

    • ୧କରି ୫:୫-୮, ୧୩—ପାଉଲ କହିଲେ ଯେ ସେହି ‘ଖମୀରକୁ’ ମଣ୍ଡଳୀ ନିଜ ମଧ୍ୟରୁ ବାହାର କରିଦେଉ ଏବଂ ଦୋଷୀକୁ ଶୟତାନର ହାତରେ ସମର୍ପି ଦେଉ (ଇନସାଇଟ୍‌-୨ ୨୩୦, ୮୬୯-୮୭୦)

    • ୧କରି ୫:୯-୧୧—ମଣ୍ଡଳୀ ଏପରି ଲୋକଙ୍କ ସହ ସଙ୍ଗତି କରିବା ଉଚିତ୍‌ ନୁହେଁ, ଯେଉଁମାନେ ପଶ୍ଚାତାପ କରନ୍ତି ନାହିଁ [ପ୍ରେମରେ ସ୍ଥିର (ହିନ୍ଦୀ) ୨୪୧, ଅଧିକ ବିବରଣୀ “ବହିଷ୍କାରର ବ୍ୟବସ୍ଥା”]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ୧କରି ୪:୯—ଈଶ୍ୱରଙ୍କ ସେବକମାନେ ସ୍ୱର୍ଗଦୂତମାନଙ୍କ ନିକଟରେ କିପରି “କୌତୁକର ବିଷୟ” ହେଉଛନ୍ତି? (ପ୍ର୦୯-ହି ୫/୧୫ ୨୪ ¶୧୬)

    • ୧କରି ୬:୩—ପାଉଲ ଯେତେବେଳେ ଲେଖିଲେ, ‘ଆମ୍ଭେମାନେ ଦୂତମାନଙ୍କର ବିଚାର କରିବା,’ ସେ ହୁଏତ କେଉଁ ବିଷୟରେ କହୁଥିଲେ? (ଇନସାଇଟ୍‌-୨ ୨୧୧)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ୧କରି ୬:୧-୧୪ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ