इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ କରିନ୍ଥୀୟ ୪-୬

“ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ”

“ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ”

୫:୧, ୨, ୫-୧୧, ୧୩

ଯଦିଓ ବହିଷ୍କାରର ବ୍ୟବସ୍ଥା ବହୁତ କଷ୍ଟ ଦିଏ, ତଥାପି ଏହା କାହିଁକି ଏକ ବଢ଼ିଆ ବ୍ୟବସ୍ଥା?

ବହିଷ୍କାରର ବ୍ୟବସ୍ଥା . . .

  • ଯିହୋବାଙ୍କ ପାଇଁ ପ୍ରେମ ଦେଖାଏ । ତାହାଙ୍କ ପବିତ୍ର ନାମର ମହିମା ହୁଏ ।—୧ପିତ ୧:୧୫, ୧୬

  • ମଣ୍ଡଳୀ ପାଇଁ ପ୍ରେମ ଦେଖାଏ । ମନ୍ଦ କାମଗୁଡ଼ିକରୁ ମଣ୍ଡଳୀର ରକ୍ଷା ହୁଏ ।—୧କରି ୫:୬

  • ଭୁଲ୍‌ କରିଥିବା ବ୍ୟକ୍ତି ଜଣକ ପାଇଁ ପ୍ରେମ ଦେଖାଏ । ସେ ନିଜ ଭୁଲ୍‌କୁ ହୃଦୟଙ୍ଗମ କରିପାରେ ।—ଏବ୍ରୀ ୧୨:୧୧

ବହିଷ୍କୃତ ବ୍ୟକ୍ତିଙ୍କ ପରିବାରର ଯେଉଁମାନେ ସତ୍ୟରେ ଅଛନ୍ତି, ଆପଣ କିପରି ସେମାନଙ୍କର ସାହସ ବାନ୍ଧିପାରିବେ?