୪-୧୦ ମାର୍ଚ୍ଚ
ରୋମୀୟ ୧୨-୧୪
ଗୀତ ୧୦୬ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଖ୍ରୀଷ୍ଟୀୟ ପ୍ରେମର ଅର୍ଥ କʼଣ?”: (୧୦ ମି.)
ରୋମୀ ୧୨:୧୦—ଭାଇଭଉଣୀଙ୍କ ପ୍ରତି ସ୍ନେହଶୀଳ ହୁଅନ୍ତୁ (ଇନସାଇଟ୍-୧ ୫୫)
ରୋମୀ ୧୨:୧୭-୧୯—ଯଦି କେହି ଆପଣଙ୍କ ଅନିଷ୍ଟ କରେ, ତେବେ ତାʼର ପ୍ରତିଶୋଧ ନିଅନ୍ତୁ ନାହିଁ (ପ୍ର୦୯-ହି ୧୦/୧୫ ୮ ¶୩; ପ୍ର୦୭-ହି ୭/୧ ୨୫-୨୬ ¶୧୨-୧୩)
ରୋମୀ ୧୨:୨୦, ୨୧—ଭଲ କାମ କରି ମନ୍ଦ ଉପରେ ଜୟଲାଭ କରନ୍ତୁ (ପ୍ର୧୨-ହି ୧୧/୧୫ ୨୯ ¶୧୩)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ରୋମୀ ୧୩:୧-୧୪ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା । ପ୍ରଶ୍ନର ବ୍ୟବହାର କରିବା ଭିଡିଓ ଦେଖାନ୍ତୁ । ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୩ ଉପରେ ଆଲୋଚନା କରନ୍ତୁ ।
ଭାଷଣ: (୫ ମି. କିମ୍ବା ତାʼଠାରୁ କମ୍) ପ୍ର୧୧-ଇଂ ୯/୧ ୨୧-୨୨—ବିଷୟବସ୍ତୁ: ଲୋକେ ଦେଉଥିବା କର ଯଦିଓ ବାଇବଲର ବିରୁଦ୍ଧରେ ହେଉଥିବା କାମରେ ବ୍ୟବହାର କରାଯାଏ, ତଥାପି ଖ୍ରୀଷ୍ଟିୟାନମାନେ କାହିଁକି କର ଦେବା ଉଚିତ୍? (ଶିଖାଇବା ଅଧ୍ୟୟନ ୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୧୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧ ¶୬-୧୭, ଅଧିକ ବିବରଣୀ–୧
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୧ ଏବଂ ପ୍ରାର୍ଥନା