इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର କରିବାର ନମୁନା

ପ୍ରଚାର କରିବାର ନମୁନା

●○○ ପ୍ରଥମ ସାକ୍ଷାତ

ପ୍ରଶ୍ନ: ଈଶ୍ୱର ମଣିଷମାନଙ୍କୁ କାହିଁକି ସୃଷ୍ଟି କଲେ?

ପଦ: ଆଦି ୧:୨୮

ଆର ଥରକୁ: ଆମେ କିପରି ଜାଣୁ ଯେ ଈଶ୍ୱର ନିଜ ଉଦ୍ଦେଶ୍ୟ ନିଶ୍ଚୟ ପୂରଣ କରିବେ?

○●○ ପ୍ରଥମ ପୁନଃସାକ୍ଷାତ

ପ୍ରଶ୍ନ: ଆମେ କିପରି ଜାଣୁ ଯେ ଈଶ୍ୱର ନିଜ ଉଦ୍ଦେଶ୍ୟ ନିଶ୍ଚୟ ପୂରଣ କରିବେ?

ପଦ: ଯିଶା ୫୫:୧୧

ଆର ଥରକୁ: ଈଶ୍ୱରଙ୍କ ଉଦ୍ଦେଶ୍ୟ ପୂରଣ ହେବା ପରେ ଆମ ଜୀବନ କିପରି ହେବ?

○○● ଦ୍ୱିତୀୟ ପୁନଃସାକ୍ଷାତ

ପ୍ରଶ୍ନ: ଈଶ୍ୱରଙ୍କ ଉଦ୍ଦେଶ୍ୟ ପୂରଣ ହେବା ପରେ ଆମ ଜୀବନ କିପରି ହେବ?

ପଦ: ଗୀତ ୩୭:୧୦, ୧୧

ଆର ଥରକୁ: ଏପରି ଜୀବନ ପାଇବା ପାଇଁ ଆମକୁ କʼଣ କରିବାକୁ ହେବ?

ସ୍ମାରକ ନିମନ୍ତ୍ରଣ ଅଭିଯାନ (୨୩ ମାର୍ଚ୍ଚ–୧୯ ଏପ୍ରିଲ୍‌):

ଆମେ ଏକ ବିଶେଷ କାର୍ଯ୍ୟକ୍ରମକୁ ଆପଣଙ୍କୁ ନିମନ୍ତ୍ରଣ କରୁଛୁ । ଏ ନିମନ୍ତ୍ରଣ ପତ୍ର ଆପଣଙ୍କ ପାଇଁ । ଆସନ୍ତା ୧୯ ଏପ୍ରିଲ୍‌, ଶୁକ୍ରବାର ଦିନ ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରିବା ପାଇଁ ଏକତ୍ରିତ ହେବେ । ଆମ ଅଞ୍ଚଳରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସମୟ ଓ ସ୍ଥାନ ଏ ନିମନ୍ତ୍ରଣ ପତ୍ରରେ ଦିଆଯାଇଛି । ଏହାର ଠିକ୍‌ ସଯ୍ତାହେ ପୂର୍ବରୁ ଏକ ଭାଷଣ ଶୁଣିବା ପାଇଁ ମଧ୍ୟ ଆପଣଙ୍କୁ ନିମନ୍ତ୍ରଣ କରୁଛୁ, ଯାହାର ବିଷୟ ହେଉଛି— “ପ୍ରକୃତ ଜୀବନ ପାଇବା ପାଇଁ ପରିଶ୍ରମ କରନ୍ତୁ!”

ଆର ଥରକୁ (ଯଦି ଆଗ୍ରହ ଦେଖାନ୍ତି): ଯୀଶୁ କାହିଁକି ନିଜ ଜୀବନ ଦେଲେ?