ଅବହାମ ଯିହୋବାଙ୍କ ଆଜ୍ଞା ଅନୁସାରେ ଇସ୍‌ହାକଙ୍କୁ ମୋରୀୟା ଦେଶ ନେଇ ଯାଉଛନ୍ତି

ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭା ପୁସ୍ତିକା ମାର୍ଚ୍ଚ ୨୦୨୦

ପ୍ରଚାର କରିବାର ନମୁନା

ଯୀଶୁ ଖ୍ରୀଷ୍ଟଙ୍କ ଏବଂ ତାଙ୍କ ବଳିଦାନ ବିଷୟରେ ପ୍ରଚାର କରିବାର ନମୁନା ଅନୁକ୍ରମ ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

“ଈଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କଲେ”

ଯିହୋବା ଅବ୍ରାହମଙ୍କୁ ତାଙ୍କ ପୁତ୍ରକୁ ବଳି ଦେବା ପାଇଁ କାହିଁକି କହିଲେ ?

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଇସ୍‌ହାକଙ୍କ ପାଇଁ ପତ୍ନୀ

ଅବ୍ରହାମଙ୍କ ଦାସଙ୍କଠାରୁ କିପରି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା, ସେବିଷୟରେ ଆମେ କʼଣ ଶିଖିପାରିବା ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ମୁଁ କେଉଁମାନଙ୍କୁ ନିମନ୍ତ୍ରଣ କରିବି ?

କେଉଁମାନଙ୍କୁ ଆପଣ ଏହି ବର୍ଷ ଖ୍ରୀଷ୍ଟଙ୍କ ସ୍ମାରକ ଦିବସରେ ଉପସ୍ଥିତ ହେବା ପାଇଁ ନିମନ୍ତ୍ରଣ କରିପାରିବେ ?

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଏଷୌ ନିଜ ଜ୍ୟେଷ୍ଠାଧିକାର ବିକ୍ରି କଲା

ଆପଣ କେଉଁ ପବିତ୍ର ବିଷୟଗୁଡ଼ିକ ପାଇଁ ଆଦର ଦେଖାଇପାରିବେ ?

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯାକୁବ ଯେଉଁ ଆଶୀର୍ବାଦର ଯୋଗ୍ୟ ଥିଲେ, ତାହା ପାଇଲେ

ଯାକୁବ ଯେଉଁ ଆଶୀର୍ବାଦର ଯୋଗ୍ୟ ଥିଲେ, ତାହା ସେ କିପରି ପାଇଲେ ?

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯାକୁବ ବିବାହ କଲେ

ଆପଣ ସମସ୍ୟାଗୁଡ଼ିକ ସତ୍ତ୍ୱେ ନିଜ ବୈବାହିକ ଜୀବନକୁ କିପରି ଖୁସିରେ ଭରିପାରିବେ ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ନେତ୍ରହୀନ ଲୋକଙ୍କୁ ସାକ୍ଷ୍ୟ ଦେବାରେ

ଯିହୋବାଙ୍କ ଭଳି କିପରି ଦେଖାଇପାରିବା ଯେ ଆମ ଅଞ୍ଚଳରେ ରହୁଥିବା ନେତ୍ରହୀନ ଲୋକମାନଙ୍କ ପାଇଁ ଆମେ ଚିନ୍ତା କରୁ ?