इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର କରିବାର ନମୁନା

ପ୍ରଚାର କରିବାର ନମୁନା

●○○ ପ୍ରଥମ ସାକ୍ଷାତ

ପ୍ରଶ୍ନ: ଯୀଶୁ ଖ୍ରୀଷ୍ଟ କିଏ ଥିଲେ ?

ପଦ: ମାଥି ୧୬:୧୬

ଆର ଥରକୁ: ଯୀଶୁ କାହିଁକି ଜୀବନ ଦେଲେ  ?

○●○ ପ୍ରଥମ ପୁନଃସାକ୍ଷାତ

ପ୍ରଶ୍ନ: ଯୀଶୁ କାହିଁକି ଜୀବନ ଦେଲେ  ?

ପଦ: ମାଥି ୨୦:୨୮

ଆର ଥରକୁ: ଆମେ କିପରି ଦେଖାଇପାରିବା ଯେ ଆମେ ଯୀଶୁଙ୍କ ବଳିଦାନକୁ ବହୁମୂଲ୍ୟ ମନେ କରୁ ?

○○● ଦ୍ୱିତୀୟ ପୁନଃସାକ୍ଷାତ

ପ୍ରଶ୍ନ: ଆମେ କିପରି ଦେଖାଇପାରିବା ଯେ ଆମେ ଯୀଶୁଙ୍କ ବଳିଦାନକୁ ବହୁମୂଲ୍ୟ ମନେ କରୁ ?

ପଦ: ଯୋହ ୧୭:୩

ଆର ଥରକୁ: ଯିହୋବାଙ୍କ ସାକ୍ଷୀମାନଙ୍କ ସଭାଗୁଡ଼ିକରେ କʼଣ ହୁଏ ?

ସ୍ମାରକ ନିମନ୍ତ୍ରଣ ଅଭିଯାନ (୧୪ ମାର୍ଚ୍ଚ–୭ ଏପ୍ରିଲ):

“ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକେ ଏକ ବିଶେଷ କାର୍ଯ୍ୟକ୍ରମ ପାଇଁ ଏକତ୍ରିତ ହେବେ । ଆମେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ମନେ ପକାଇବା ପାଇଁ ତାହାଙ୍କ ମୃତ୍ୟୁର ବାର୍ଷିକ ସ୍ମାରକ ଦିବସ ପାଳନ କରିବୁ । ଆମେ ଚାହୁଁ ଯେ ଆପଣ ମଧ୍ୟ ଆସନ୍ତୁ ।” ତାʼପରେ ସେହି ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପତ୍ର ଦିଅନ୍ତୁ । “ଆମ ଅଞ୍ଚଳରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସମୟ ଓ ସ୍ଥାନ ଏ ନିମନ୍ତ୍ରଣ ପତ୍ରରେ ଦିଆଯାଇଛି । ଏହାର ଠିକ୍‌ ସପ୍ତାହେ ପୂର୍ବରୁ ଏକ ବିଶେଷ ଭାଷଣ ଦିଆଯିବ । ଏହା ଶୁଣିବା ପାଇଁ ମଧ୍ୟ ନିଶ୍ଚୟ ଆସିବେ ।”

ଆର ଥରକୁ (ଯଦି ଆଗ୍ରହ ଦେଖାନ୍ତି): ଯୀଶୁ କାହିଁକି ନିଜ ଜୀବନ ଦେଲେ ?