इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୬-୨୨ ମାର୍ଚ୍ଚ

ଆଦି ପୁସ୍ତକ ୨୫-୨୬

୧୬-୨୨ ମାର୍ଚ୍ଚ
  • ଗୀତ ୧୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଏଷୌ ନିଜ ଜ୍ୟେଷ୍ଠାଧିକାର ବିକ୍ରି କଲା”: (୧୦ ମି.)

    • ଆଦି ୨୫:୨୭, ୨୮—ଏଷୌ ଓ ଯାକୁବ ଯାଆଁଳା ଭାଇ ଥିଲେ, କିନ୍ତୁ ସେ ଦୁହିଙ୍କ ସ୍ୱଭାବ ଓ କାମ ପରସ୍ପରଠାରୁ ପୂରା ଭିନ୍ନ ଥିଲା (ଇନସାଇଟ୍‌-୧ ୧୨୪୨)

    • ଆଦି ୨୫:୨୯, ୩୦—ଏଷୌ ନିଜ ଉପରେ ନିୟନ୍ତ୍ରଣ ରଖିଲା ନାହିଁ, ଭୋକ ଓ କ୍ଳାନ୍ତି ତାକୁ ଯାହା କରାଇଲା, ସେ ତାହା ହିଁ କଲା

    • ଆଦି ୨୫:୩୧-୩୪—ଏଷୌ ନିଜ ଜ୍ୟେଷ୍ଠାଧିକାରକୁ ତୁଚ୍ଛ ମନେ କଲା, ସେ ଓଳିକର ଖାଦ୍ୟ ବଦଳରେ ଯାକୁବଙ୍କୁ ନିଜ ଅଧିକାର ବିକ୍ରି କଲା (ପ୍ର୧୯.୦୨-ହି ୧୬ ¶୧୧; ଇନସାଇଟ୍‌-୧ ୮୩୫)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୨୫:୩୧-୩୪—ଏହି ଘଟଣାରୁ କିପରି ପ୍ରମାଣିତ ହୁଏ ଯେ ଖ୍ରୀଷ୍ଟଙ୍କ ପୂର୍ବପୁରୁଷ ହେବା ପାଇଁ ଜ୍ୟେଷ୍ଠ ପୁତ୍ର ହେବା ଜରୁରୀ ନ ଥିଲା ? (ଏବ୍ରୀ ୧୨:୧୬; ପ୍ର୧୭.୧୨-ହି ୧୫ ¶୫-୭)

    • ଆଦି ୨୬:୭—ଏହି ଘଟଣାରେ ଇସ୍‌ହାକ କାହିଁକି ସମ୍ପୂର୍ଣ୍ଣ ସତ କଥା କହିଲେ ନାହିଁ ? (ଇନସାଇଟ୍‌-୨ ୨୪୫ ¶୬)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି୨୬:୧-୧୮ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ