इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୨୫–୨୬

ଏଷୌ ନିଜ ଜ୍ୟେଷ୍ଠାଧିକାର ବିକ୍ରି କଲା

ଏଷୌ ନିଜ ଜ୍ୟେଷ୍ଠାଧିକାର ବିକ୍ରି କଲା

୨୫:୨୭-୩୪

ଏଷୌ “ବିଧର୍ମାଚାରୀ” ଥିଲା ଏବଂ ପବିତ୍ର ବିଷୟଗୁଡ଼ିକର ଆଦର କଲା ନାହିଁ । (ଏବ୍ରୀ ୧୨:୧୬) ଯାହା ଫଳରେ ସେ ନିଜ ଜ୍ୟେଷ୍ଠାଧିକାର ବିକ୍ରି କଲା ଏବଂ ଏପରି ଦୁଇ ଜଣ ସ୍ତ୍ରୀଙ୍କୁ ବିବାହ କଲା, ଯେଉଁମାନେ ଯିହୋବାଙ୍କ ଉପାସନା କରୁ ନ ଥିଲେ ।—ଆଦି ୨୬:୩୪, ୩୫.

ନିଜକୁ ପଚାରନ୍ତୁ: ‘ମୁଁ ଆଗକୁ ଦିଆଯାଇଥିବା ବିଷୟଗୁଡ଼ିକ ପ୍ରତି କିପରି ଆଦର ଦେଖାଇପାରିବି ?’

  • ଯିହୋବାଙ୍କ ସହିତ ମୋ ସମ୍ପର୍କ

  • ପବିତ୍ର ଶକ୍ତି

  • ଯିହୋବାଙ୍କ ସାକ୍ଷୀ ଭାବେ ପରିଚିତ ହେବାର ସମ୍ମାନ

  • ପ୍ରଚାର ସେବା

  • ଖ୍ରୀଷ୍ଟିୟାନ ସଭା

  • ବିବାହ ବନ୍ଧନ