୨୩-୨୯ ମାର୍ଚ୍ଚ
ଆଦି ପୁସ୍ତକ ୨୭-୨୮
ଗୀତ ୧୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯାକୁବ ଯେଉଁ ଆଶୀର୍ବାଦର ଯୋଗ୍ୟ ଥିଲେ, ତାହା ପାଇଲେ”: (୧୦ ମି.)
ଆଦି ୨୭:୬-୧୦—ରିବିକାଙ୍କ ସାହାଯ୍ୟ ଦ୍ୱାରା ଯାକୁବ ଯେଉଁ ଆଶୀର୍ବାଦର ଯୋଗ୍ୟ ଥିଲେ, ତାହା ପାଇଲେ (ପ୍ର୦୪-ହି ୪/୧୫ ୧୧ ¶୩-୪)
ଆଦି ୨୭:୧୮, ୧୯—ଯାକୁବ ନିଜ ପିତାଙ୍କ ସମ୍ମୁଖରେ ଏଷୌ ହୋଇ ଆସିଲା (ପ୍ର୦୭-ଇଂ ୧୦/୧ ୩୧ ¶୨-୩)
ଆଦି ୨୭:୨୭-୨୯—ଇସ୍ହାକ ଯାକୁବଙ୍କୁ ଏପରି ଆଶୀର୍ବାଦ କଲେ, ଯାହା ଜ୍ୟେଷ୍ଠ ପୁତ୍ରକୁ ଦିଆଯାଉଥିଲା (ଇନସାଇଟ୍-୧ ୩୪୧ ¶୬)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଆଦି ୨୭:୪୬–୨୮:୨—ବିବାହିତ ଦମ୍ପତିମାନେ ଇସ୍ହାକ ଓ ରିବିକାଙ୍କଠାରୁ କʼଣ ଶିଖିପାରିବେ ? (ପ୍ର୦୬-ହି ୪/୧୫ ୬ ¶୩-୪)
ଆଦି ୨୮:୧୨, ୧୩—ଯାକୁବ “ଗୋଟିଏ ସୋପାନ” ବିଷୟରେ ଯେଉଁ ସ୍ୱପ୍ନ ଦେଖିଲେ, ତାର କʼଣ ଅର୍ଥ ଥିଲା ? (ପ୍ର୦୪-ହି ୧/୧୫ ୨୮ ¶୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଆଦି ୨୭:୧-୨୩ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ପ୍ରଚାରକ କିପରି ଦେଖାଇଲେ ଯେ ସେ ଘରମାଲିକଙ୍କ କଥା ଶୁଣୁଥିଲେ ? ପ୍ରଚାରକ ଶିକ୍ଷା ଉପକରଣ ବକ୍ସର କିପରି ଭଲ ବ୍ୟବହାର କଲେ ?
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୬)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍) ଯିହୋବାଙ୍କ ଇଚ୍ଛା ପାଠ ୧୭ (ଶିଖାଇବା ଅଧ୍ୟୟନ ୧୧)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୧୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୯ ¶୨୦-୨୩ ପୃ ୨୦୫-୨୦୬
ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ଗୀତ ୫୬ ଏବଂ ପ୍ରାର୍ଥନା