इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୨୭-୨୮

ଯାକୁବ ଯେଉଁ ଆଶୀର୍ବାଦର ଯୋଗ୍ୟ ଥିଲେ, ତାହା ପାଇଲେ

ଯାକୁବ ଯେଉଁ ଆଶୀର୍ବାଦର ଯୋଗ୍ୟ ଥିଲେ, ତାହା ପାଇଲେ

୨୭:୬-୧୦, ୧୮, ୧୯, ୨୭-୨୯

ଇସ୍‌ହାକ ଯାକୁବଙ୍କୁ ଯେଉଁ ଆଶୀର୍ବାଦ କଲେ, ତାହା ଏକ ଭବିଷ୍ୟତବାଣୀଥିଲା

  • ୨୭:୨୮—ଯିହୋବା ଯାକୁବଙ୍କ ବଂଶକୁ ଏକ ଉର୍ବର ଜମି ଦେଲେ, ଯାହା “ଦୁଗ୍ଧମଧୁପ୍ରବାହୀ” ଦେଶ ଥିଲା—ଦ୍ୱିବି ୨୬:୧୫

  • ୨୭:୨୯—ଇସ୍ରାଏଲୀୟମାନେ (ଯାକୁବଙ୍କ ବଂଶ) ଇଦୋମୀୟଙ୍କଠାରୁ (ଏଷୌଙ୍କ ବଂଶ) ଅଧିକ ଶକ୍ତିଶାଳୀ ହୋଇଗଲେ—ଆଦି ୨୫:୨୩; ୨ଶାମୁ ୮:୧୪

  • ୨୭:୨୯—ଇଦୋମୀୟମାନେ ଇସ୍ରାଏଲୀୟମାନଙ୍କୁ ଘୃଣା କରୁଥିଲେ, ତେଣୁ ସେମାନେ ଅଭିଶପ୍ତ ହେଲେ ଏବଂ ଆଗକୁ ଯାଇ ସେମାନଙ୍କ ସମଗ୍ର ରାଷ୍ଟ୍ରକୁ ବିନାଶ କରାଗଲା—ଯିହି ୨୫:୧୨-୧୪