इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨-୮ ମାର୍ଚ୍ଚ

ଆଦି ପୁସ୍ତକ ୨୨-୨୩

୨-୮ ମାର୍ଚ୍ଚ
  • ଗୀତ ୮୯ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଈଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କଲେ”: (୧୦ ମି.)

    • ଆଦି ୨୨:୧, ୨—ଈଶ୍ୱର ଅବ୍ରହାମଙ୍କୁ ତାଙ୍କ ପ୍ରିୟ ପୁତ୍ର ଇସ୍‌ହାକଙ୍କୁ ବଳି ଦେବା ପାଇଁ କହିଲେ (ପ୍ର୧୨-ହି ୭/୧ ୨୦ ¶୪-୬)

    • ଆଦି ୨୨:୯-୧୨—ଯିହୋବା ଅବ୍ରହାମଙ୍କୁ ଇସ୍‌ହାକଙ୍କ ବଳି ଦେବାକୁ ଦେଲେ ନାହିଁ

    • ଆଦି ୨୨:୧୫-୧୮—ଅବ୍ରହାମ ଯିହୋବାଙ୍କ ଆଜ୍ଞା ପାଳନ କଲେ, ତେଣୁ ଯିହୋବା ତାଙ୍କୁ ଆଶିଷ ଦେବା ପାଇଁ ପ୍ରତିଜ୍ଞା କଲେ (ପ୍ର୧୨-ହି ୧୦/୧୫ ୨୩ ¶୬)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୨୨:୫—ଅବ୍ରାହାମ ଜାଣିଥିଲେ ଯେ ସେ ଇସ୍‌ହାକଙ୍କୁ ବଳି ଦେବାକୁ ଯାଉଛନ୍ତି, ତଥାପି ସେ କେଉଁ ଆଧାରରେ ନିଜ ସେବକମାନଙ୍କୁ କହିପାରିଲେ ଯେ ସେ ଓ ଇସ୍‌ହାକ ଫେରି ଆସିବେ ? (ପ୍ର୧୬.୦୨-ହି ୧୧ ¶୧୩)

    • ଆଦି ୨୨:୧୨—ଯିହୋବା ଘଟଣାଗୁଡ଼ିକୁ ପୂର୍ବରୁ ଜାଣିପାରନ୍ତି, କିନ୍ତୁ ଏ ପଦରୁ କିପରି ଜଣାପଡ଼େ ଯେ ସେ ଏହି ସାମର୍ଥ୍ୟକୁ ସବୁବେଳେ ବ୍ୟବହାର କରନ୍ତି ନାହିଁ ? (ଇନସାଇଟ୍‌-୧ ୮୫୩ ¶୫-୬)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୨୨:୧-୧୮ (ଶିଖାଇବା  ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪

  • ଆଜ୍ଞା ପାଳନ କଲେ ସୁରକ୍ଷା ମିଳେ: (୧୫ ମି.) ୨୦୧୭ର ବାର୍ଷିକ ସଭାଭାଷଣ ଓ ୨୦୧୮ର ବାର୍ଷିକ ପଦ—ଉଦ୍ଧୃତାଂଶ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୮ ¶୨୩-୨୫ ପୃ ୧୯୫-୧୯୬

  • ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

  • ଗୀତ ୫୧ ଏବଂ ପ୍ରାର୍ଥନା