इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୨୨-୨୩

“ଈଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କଲେ”

“ଈଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କଲେ”

୨୨:୧, ୨, ୯-୧୨, ୧୫-୧୮

ଯେତେବେଳେ ଅବ୍ରହାମ ଇସ୍‌ହାକଙ୍କୁ ବଳି ଦେବା ପାଇଁ ପ୍ରସ୍ତୁତି କରୁଥିଲେ, ସେତେବେଳେ ତାଙ୍କ ହୃଦୟକୁ କେତେ କଷ୍ଟ ହୋଇଥିବ ! ସେ ଯେଉଁ କଷ୍ଟ ସହିଲେ, ସେଥିରୁ ଆମେ ବୁଝିପାରୁ ଯେ ଯେତେବେଳେ ଯିହୋବା ନିଜ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କୁ ମୁକ୍ତିର ମୂଲ୍ୟ ଭାବେ ଦେଇଦେଲେ, ସେତେବେଳେ ତାଙ୍କୁ କେତେ କଷ୍ଟ ହୋଇଥିବ । (ଯୋହ ୩:୧୬) ଆଦି ପୁସ୍ତକ ୨୨:୨ ପଦରେ ଯିହୋବାଙ୍କ ଶବ୍ଦଗୁଡ଼ିକରୁ ଆମେ ତାହାଙ୍କ କୋମଳ ଭାବନାଗୁଡ଼ିକ ବିଷୟରେ କʼଣ ଜାଣିପାରୁ ?

ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ବୋଲି ଜାଣି ଆପଣଙ୍କୁ କʼଣ କରିବା ପାଇଁ ପ୍ରେରଣା ମିଳେ ?୧କରି ୬:୨୦; ୧ଯୋହ ୪:୧୧