୩୦ ମାର୍ଚ୍ଚ–୫ ଏପ୍ରିଲ୍
ଆଦି ପୁସ୍ତକ ୨୯-୩୦
ଗୀତ ୯୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯାକୁବ ବିବାହ କଲେ”: (୧୦ ମି.)
ଆଦି ୨୯:୧୮-୨୦—ଯାକୁବ ରାହେଲଙ୍କୁ ବିବାହ କରିବା ପାଇଁ ଲାବନଙ୍କଠାରେ ସାତ ବର୍ଷ କାମ କରିବାକୁ ପ୍ରସ୍ତୁତ ହୋଇଗଲେ (ପ୍ର୦୩-ହି ୧୦/୧୫ ୨୯ ¶୬)
ଆଦି ୨୯:୨୧-୨୬—ଲାବନ ଯାକୁବଙ୍କୁ ବିଶ୍ୱାସଘାତ କରି ଲେୟା ସହିତ ତାଙ୍କ ବିବାହ କରିଦେଲା (ପ୍ର୦୭-ଇଂ ୧୦/୧ ୮-୯; ଇନସାଇଟ୍-୨ ୩୪୧ ¶୩)
ଆଦି ୨୯:୨୭, ୨୮—କଠିନ ପରିସ୍ଥିତିରେ ମଧ୍ୟ ଯାକୁବ ନିରାଶ ହେଲେ ନାହିଁ, ତାଙ୍କ ଦ୍ୱାରା ଯାହା ସମ୍ଭବ ସେ କଲେ
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଆଦି ୩୦:୩—ରାହେଲ କାହିଁକି ବିଲ୍ହା ଓ ଯାକୁବଙ୍କ ସନ୍ତାନମାନଙ୍କୁ ନିଜର ମନେ କଲେ ? (ଇନସାଇଟ୍-୧ ୫୦)
ଆଦି ୩୦:୧୪, ୧୫—ରାହେଲ କିଛି ଦୂଦାଫଳ ବଦଳରେ ନିଜ ପତିଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାର ସୁଯୋଗକୁ କାହିଁକି ହାତଛଡ଼ା କଲେ ? (ପ୍ର୦୪-ହି ୧/୧୫ ୨୮ ¶୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଆଦି ୩୦:୧-୨୧ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପଢ଼ିବାରେ ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା । ଉତ୍ସାହ ବଢ଼ାଇବା ଓ ସକାରାତ୍ମକ ଦୃଷ୍ଟିକୋଣ ରଖିବା ଭିଡିଓ ଦେଖାନ୍ତୁ । ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୧୬ ଉପରେ ଆଲୋଚନା କରନ୍ତୁ।
ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍) ଆମକୁ ଶିଖାଏ ୫୯ ¶୨୧-୨୨ (ଶିଖାଇବା ଅଧ୍ୟୟନ ୧୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ନେତ୍ରହୀନ ଲୋକଙ୍କୁ ସାକ୍ଷ୍ୟ ଦେବାରେ”: (୧୦ ମି.) ସେବା ଅଧ୍ୟକ୍ଷଙ୍କ ଦ୍ୱାରା ଆଲୋଚନା । ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଆମେ ନେତ୍ରହୀନ ଲୋକଙ୍କୁ ସାହାଯ୍ୟ କରିବା କାହିଁକି ଜରୁରୀ ? ଆମେ ନେତ୍ରହୀନ ଲୋକଙ୍କୁ କେଉଁଠି ଖୋଜିପାରିବା ? ଆମେ ସେମାନଙ୍କ ସହ କଥାବାର୍ତ୍ତା କିପରି ଆରମ୍ଭ କରିପାରିବା ? ନେତ୍ରହୀନ ଲୋକଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବା ପାଇଁ କେଉଁ କେଉଁ ପ୍ରକାଶନ ଅଛି ?
ସଂଗଠନକୁ ମିଳିଥିବା ସଫଳତା: (୫ ମି.) ମାର୍ଚ୍ଚ ମାସର ସଂଗଠନକୁ ମିଳିଥିବା ସଫଳତା ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର, ପରିଚୟ, ଅଧ୍ୟା ୧ ¶୧-୬, ଅଧିକ ବିବରଣୀ—୧
ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ଗୀତ ୧୦୫ ଏବଂ ପ୍ରାର୍ଥନା