୯-୧୫ ମାର୍ଚ୍ଚ
ଆଦି ପୁସ୍ତକ ୨୪
ଗୀତ ୧୩୨ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଇସ୍ହାକଙ୍କ ପାଇଁ ପତ୍ନୀ”: (୧୦ ମି.)
ଆଦି ୨୪:୨-୪—ଇସ୍ହାକଙ୍କ ପାଇଁ ପତ୍ନୀ ଖୋଜିବାକୁ ଅବ୍ରହାମ ନିଜ ଦାସକୁ ଏପରି ଲୋକମାନଙ୍କ ପାଖକୁ ପଠାଇଲେ, ଯେଉଁମାନେ ଯିହୋବାଙ୍କୁ ଉପାସନା କରୁଥିଲେ (ପ୍ରସ୧୬-ଇଂ ସଂ୩ ୧୪ ¶୩)
ଆଦି ୨୪:୧୧-୧୫—ଅବ୍ରାହାମଙ୍କ ଦାସ ରିବିକାଙ୍କୁ ଏକ କୂଅ ପାଖରେ ଭେଟିଲେ (ପ୍ରସ୧୬-ଇଂ ସଂ୩ ୧୪ ¶୪)
ଆଦି ୨୪:୫୮, ୬୭—ରିବିକା ଇସ୍ହାକଙ୍କ ସହିତ ବିବାହ କରିବା ପାଇଁ ପ୍ରସ୍ତୁତ ହୋଇଯାʼନ୍ତି (ପ୍ରସ୧୬-ଇଂ ସଂ୩ ୧୪ ¶୬-୭)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଆଦି ୨୪:୧୯, ୨୦—ଏହି ପଦଗୁଡ଼ିକରୁ ଆମେ ରିବିକାଙ୍କଠାରୁ କʼଣ ଶିଖୁ ? (ପ୍ରସ୧୬-ଇଂ ସଂ୩ ୧୨-୧୩)
ଆଦି ୨୪:୬୫—ରିବିକା ଓଢ଼ଣାରେ ମୁଣ୍ଡ କାହିଁକି ଢ଼ାଙ୍କିଲେ ଏବଂ ଏଥିରୁ ଆମେ କʼଣ ଶିଖୁ ? (ପ୍ରସ୧୬-ଇଂ ସଂ୩ ୧୫ ¶୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଆଦି ୨୪:୧-୨୧ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ପ୍ରଚାରକ ପ୍ରଶ୍ନଗୁଡ଼ିକର କିପରି ଭଲ ବ୍ୟବହାର କଲେ ? ବ୍ୟକ୍ତି ଜଣକ ଯୀଶୁଙ୍କ ପରିଚୟ ବିଷୟରେ ଉତ୍ତର ଦେବାରୁ ପ୍ରଚାରକ କʼଣ କଲେ ?
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧)
ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ସ୍ମାରକର ନିମନ୍ତ୍ରଣ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ବ୍ୟକ୍ତି ଜଣକ ଆଗ୍ରହ ଦେଖାନ୍ତି । ତାʼପରେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
୧୪ ମାର୍ଚ୍ଚ ଶନିବାରରୁ ସ୍ମାରକ ନିମନ୍ତ୍ରଣ ଅଭିଯାନ ଆରମ୍ଭ: (୮ ମି.) ଆଲୋଚନା । ସଭାରେ ଆସିଥିବା ସମସ୍ତଙ୍କୁ ଗୋଟିଏ ଲେଖାଏଁ ନିମନ୍ତ୍ରଣ ପତ୍ର ଦିଅନ୍ତୁ ଏବଂ ତାʼ ବିଷୟରେ କୁହନ୍ତୁ । ନିମନ୍ତ୍ରଣ ପତ୍ର ଦେବାର ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ । ଏହା ମଧ୍ୟ କୁହନ୍ତୁ ଯେ ପୂରା ଅଞ୍ଚଳରେ ନିମନ୍ତ୍ରଣ ପତ୍ର ଦେବା ପାଇଁ ମଣ୍ଡଳୀ କʼଣ କʼଣ ବ୍ୟବସ୍ଥା କରିଛି ।
“ମୁଁ କେଉଁମାନଙ୍କୁ ନିମନ୍ତ୍ରଣ କରିବି ?”: (୭ ମି.) ଆଲୋଚନା ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୯ ¶୧-୯
ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ଗୀତ ୨୮ ଏବଂ ପ୍ରାର୍ଥନା