इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୯-୧୫ ମାର୍ଚ୍ଚ

ଆଦି ପୁସ୍ତକ ୨୪

୯-୧୫ ମାର୍ଚ୍ଚ
  • ଗୀତ ୧୩୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଇସ୍‌ହାକଙ୍କ ପାଇଁ ପତ୍ନୀ”: (୧୦ ମି.)

    • ଆଦି ୨୪:୨-୪—ଇସ୍‌ହାକଙ୍କ ପାଇଁ ପତ୍ନୀ ଖୋଜିବାକୁ ଅବ୍ରହାମ ନିଜ ଦାସକୁ ଏପରି ଲୋକମାନଙ୍କ ପାଖକୁ ପଠାଇଲେ, ଯେଉଁମାନେ ଯିହୋବାଙ୍କୁ ଉପାସନା କରୁଥିଲେ (ପ୍ରସ୧୬-ଇଂ ସଂ୩ ୧୪ ¶୩)

    • ଆଦି ୨୪:୧୧-୧୫—ଅବ୍ରାହାମଙ୍କ ଦାସ ରିବିକାଙ୍କୁ ଏକ କୂଅ ପାଖରେ ଭେଟିଲେ (ପ୍ରସ୧୬-ଇଂ ସଂ୩ ୧୪ ¶୪)

    • ଆଦି ୨୪:୫୮, ୬୭—ରିବିକା ଇସ୍‌ହାକଙ୍କ ସହିତ ବିବାହ କରିବା ପାଇଁ ପ୍ରସ୍ତୁତ ହୋଇଯାʼନ୍ତି (ପ୍ରସ୧୬-ଇଂ ସଂ୩ ୧୪ ¶୬-୭)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୨୪:୧୯, ୨୦—ଏହି ପଦଗୁଡ଼ିକରୁ ଆମେ ରିବିକାଙ୍କଠାରୁ କʼଣ ଶିଖୁ ? (ପ୍ରସ୧୬-ଇଂ ସଂ୩ ୧୨-୧୩)

    • ଆଦି ୨୪:୬୫—ରିବିକା ଓଢ଼ଣାରେ ମୁଣ୍ଡ କାହିଁକି ଢ଼ାଙ୍କିଲେ ଏବଂ ଏଥିରୁ ଆମେ କʼଣ ଶିଖୁ ? (ପ୍ରସ୧୬-ଇଂ ସଂ୩ ୧୫ ¶୩)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୨୪:୧-୨୧ (ଶିଖାଇବା  ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୨୫

  • ୧୪ ମାର୍ଚ୍ଚ ଶନିବାରରୁ ସ୍ମାରକ ନିମନ୍ତ୍ରଣ ଅଭିଯାନ ଆରମ୍ଭ: (୮ ମି.) ଆଲୋଚନା । ସଭାରେ ଆସିଥିବା ସମସ୍ତଙ୍କୁ ଗୋଟିଏ ଲେଖାଏଁ ନିମନ୍ତ୍ରଣ ପତ୍ର ଦିଅନ୍ତୁ ଏବଂ ତାʼ ବିଷୟରେ କୁହନ୍ତୁ । ନିମନ୍ତ୍ରଣ ପତ୍ର ଦେବାର ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ । ଏହା ମଧ୍ୟ କୁହନ୍ତୁ ଯେ ପୂରା ଅଞ୍ଚଳରେ ନିମନ୍ତ୍ରଣ ପତ୍ର ଦେବା ପାଇଁ ମଣ୍ଡଳୀ କʼଣ କʼଣ ବ୍ୟବସ୍ଥା କରିଛି ।

  • ମୁଁ କେଉଁମାନଙ୍କୁ ନିମନ୍ତ୍ରଣ କରିବି ?”: (୭ ମି.) ଆଲୋଚନା ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୯ ¶୧-୯

  • ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

  • ଗୀତ ୨୮ ଏବଂ ପ୍ରାର୍ଥନା