इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୨୪

ଇସ୍‌ହାକଙ୍କ ପାଇଁ ପତ୍ନୀ

ଇସ୍‌ହାକଙ୍କ ପାଇଁ ପତ୍ନୀ

୨୪:୨-୪, ୧୧-୧୫, ୫୮, ୬୭

ଅବ୍ରହାମଙ୍କ ସେବକ ଇସ୍‌ହାକଙ୍କ ପାଇଁ ପତ୍ନୀ ଖୋଜିବା ପାଇଁ ଯିହୋବାଙ୍କୁ ସାହାଯ୍ୟ ମାଗିଲେ। (ଆଦି ୨୪:୪୨-୪୪) ଆମେ ମଧ୍ୟ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଯିହୋବାଙ୍କୁ ସାହାଯ୍ୟ ମାଗିବା ଉଚିତ୍‌ । କିପରି ?

  • ପ୍ରାର୍ଥନା କରନ୍ତୁ

  • ବାଇବଲ ଓ ତାʼ ଉପରେ ଆଧାରିତ ପ୍ରକାଶନଗୁଡ଼ିକରେ ଗବେଷଣା କରନ୍ତୁ

  • ଅନୁଭବୀ ଖ୍ରୀଷ୍ଟିୟାନମାନଙ୍କଠାରୁ ସାହାଯ୍ୟ ନିଅନ୍ତୁ