इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କୁ ପ୍ରେମ କରିବା ନିଜ ପିଲାଙ୍କୁ ଶିଖାନ୍ତୁ

ଯିହୋବାଙ୍କୁ ପ୍ରେମ କରିବା ନିଜ ପିଲାଙ୍କୁ ଶିଖାନ୍ତୁ

ବାପାମାଆ ପ୍ରଥମେ ନିଜ ହୃଦୟରେ ଯିହୋବାଙ୍କ ପାଇଁ ପ୍ରେମ ବଢ଼ାଇବା ଉଚିତ୍‌ (ଦ୍ୱିବି ୬:୫; ପ୍ର୦୫-ହି ୬/୧୫ ପୃ ୨୦ ¶୧୧)

ସେମାନେ ନିଜ ପିଲାମାନଙ୍କ ପାଇଁ ଭଲ ଉଦାହରଣ ରଖିବା ଉଚିତ୍‌ (ଦ୍ୱିବି ୬:୬; ପ୍ର୦୭-ଇଂ ୫/୧୫ ପୃ ୧୫-୧୬)

ଯେତେବେଳେ ମଧ୍ୟ ସୁଯୋଗ ମିଳେ, ସେମାନେ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବା ଉଚିତ୍‌ (ଦ୍ୱିବି ୬:୭; ପ୍ର୦୫-ହି ୬/୧୫ ପୃ ୨୧ ¶୧୪)

ପାରିବାରିକ ଉପାସନା ଛଡ଼ା ଆପଣ ଆଉ କେଉଁ କେଉଁ ସମୟରେ ନିଜ ପିଲାମାନଙ୍କୁ ଶିଖାଇପାରିବେ, ଯାହାଫଳରେ ସେମାନେ ଯିହୋବାଙ୍କୁ ପ୍ରେମ କରିବେ ଏବଂ ତାହାଙ୍କ ସିଦ୍ଧାନ୍ତଗୁଡ଼ିକୁ ମାନିବେ ?