इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

“ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରି ଦେବ”

“ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରି ଦେବ”

ଯିହୋବା ଇସ୍ରାଏଲୀୟମାନଙ୍କୁ କହିଥିଲେ ଯେ ସେମାନେ ପ୍ରତିଜ୍ଞା କରାଯାଇଥିବା ଦେଶରୁ ଏପରି ପ୍ରତ୍ୟେକ ଜିନିଷକୁ ବିନାଶ କରି ଦିଅନ୍ତୁ, ଯାହା ଯୋଗୁଁ ସେମାନେ ଯିହୋବାଙ୍କଠାରୁ ଦୂରେଇ ଯିବାର ସମ୍ଭାବନା ଥିଲା (ଗଣ ୩୩:୫୨; ପ୍ର୧୦ -ଇଂ ୮/୧ ପୃ ୨୩)

ଯିହୋବା ସେମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ ପୂରା ରାଷ୍ଟ୍ର ଉପରେ ଅଧିକାର କରିବା ପାଇଁ ସେ ସେମାନଙ୍କୁ ସାହାଯ୍ୟ କରିବେ (ଗଣ ୩୩:୫୩)

ଯଦି ଇସ୍ରାଏଲୀୟମାନେ କିଛି ଶତ୍ରୁମାନଙ୍କୁ ସେହି ଦେଶରେ ଛାଡ଼ି ଦିଅନ୍ତେ, ତେବେ ସେମାନେ ସମସ୍ୟାରେ ପଡ଼ିଯାʼନ୍ତେ (ଗଣ ୩୩:୫୫, ୫୬; ପ୍ର୦୮-ହି ୨/୧୫ ପୃ ୨୭ ¶୫-୬; ଇନସାଇଟ୍‌-୧ ପୃ ୪୦୪ ¶୨)

ଆମେ ଏପରି କାମ ଛାଡ଼ିଦେବା ଉଚିତ୍‌, ଯାହା ଯିହୋବାଙ୍କ ଦୃଷ୍ଟିରେ ଅଶୁଦ୍ଧ ଅଟେ ଏବଂ ଯାହା ଯୋଗୁଁ ଆମେ ତାହାଙ୍କଠାରୁ ଦୂରେଇ ଯାଇପାରୁ । (ଯାକୁ ୧:୨୧) ତେବେଯାଇ ଯିହୋବା ଆମ ଉପରେ ଖୁସି ହେବେ ଏବଂ ଆମ ଦୁର୍ବଳତାଗୁଡ଼ିକ ଉପରେ ନିୟନ୍ତ୍ରଣ କରିବା ପାଇଁ ଓ ଜଗତର ଜିନିଷଗୁଡ଼ିକଠାରୁ ଦୂରେଇ ରହିବା ପାଇଁ ଆମକୁ ସାହାଯ୍ୟ କରିବେ ।