୨୧-୨୭ ଜୁନ୍
ଦ୍ୱିତୀୟ ବିବରଣ ୭-୮
ଗୀତ ୧୩୬ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ତୁମ୍ଭେ ସେମାନଙ୍କ ସହିତ ବିବାହ ସମ୍ବନ୍ଧ କରିବ ନାହିଁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଦ୍ୱିବି ୮:୩ —ଯିହୋବା ଇସ୍ରାଏଲୀୟମାନଙ୍କୁ ଯେପରି ଭାବେ ମାନ୍ନା ଦେଲେ, ସେଥିରୁ ଆମେ କʼଣ ଶିଖୁ ? (ପ୍ର୦୪-ହି ୨/୧ ପୃ ୧୩ ¶୪)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଦ୍ୱିବି ୭:୧-୧୬ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବ୍ୟକ୍ତି ଜଣକୁ ସଭାକୁ ନିମନ୍ତ୍ରଣ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୫)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଶିକ୍ଷା ଉପକରଣ ବକ୍ସରୁ କୌଣସି ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୯)
ଭାଷଣ: (୫ ମି.) ପ୍ର୦୬-ହି ୧/୧ ପୃ ୨୮ ¶୧୪-୧୫—ବିଷୟବସ୍ତୁ: ଯିହୋବାଙ୍କୁ ଭୁଲନ୍ତୁ ନାହିଁ (ଶିଖାଇବା ଅଧ୍ୟୟନ ୭)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ସଂଗଠନକୁ ମିଳିଥିବା ସଫଳତା: (୫ ମି.) ଜୁନ୍ ମାସର ସଂଗଠନକୁ ମିଳିଥିବା ସଫଳତା ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ଆବଶ୍ୟକତା: (୧୦ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଶୁଣ ଓ ଜୀବନ ପାଅ ଭାଗ ୭ ଓ ୮, ପୃ ୧୬-୧୯
ଶେଷ ଟିପ୍ପଣୀ (୩ ମି.)
ଗୀତ ୨୦ ଏବଂ ପ୍ରାର୍ଥନା