इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

“ତୁମ୍ଭେ ସେମାନଙ୍କ ସହିତ ବିବାହ ସମ୍ବନ୍ଧ କରିବ ନାହିଁ”

“ତୁମ୍ଭେ ସେମାନଙ୍କ ସହିତ ବିବାହ ସମ୍ବନ୍ଧ କରିବ ନାହିଁ”

ଯିହୋବା ଇସ୍ରାଏଲୀୟମାନଙ୍କୁ କହିଥିଲେ ଯେ ସେମାନେ କେବଳ ତାହାଙ୍କ ଉପାସନା କରୁଥିବା ଲୋକମାନଙ୍କୁ ବିବାହ କରନ୍ତୁ (ଦ୍ୱିବି ୭:୩; ପ୍ର୧୨-ଇଂ ୭/୧ ପୃ ୨୯ ¶୨)

ଯିହୋବା ନିଜ ଲୋକମାନଙ୍କୁ ସମସ୍ୟା ଓ ଚିନ୍ତାଗୁଡ଼ିକରୁ ରକ୍ଷା କରିବାକୁ ଚାହାନ୍ତି (ଦ୍ୱିବି ୭:୪; ପ୍ର୧୫-ହି ୩/୧୫ ପୃ ୩୦-୩୧)

ବିବାହ ବିଷୟରେ ଯିହୋବା ଇସ୍ରାଏଲୀୟମାନଙ୍କୁ ଯାହା କହିଥିଲେ, ତାହା ଆମକୁ ବି କହନ୍ତି (୧କରି ୭:୩୯; ୨କରି ୬:୧୪; ପ୍ର୧୫-ହି ୮/୧୫ ପୃ ୨୬ ¶୧୨)

ନିଜକୁ ପଚାରନ୍ତୁ, ‘କେବଳ “ପ୍ରଭୁଙ୍କଠାରେ ବିଶ୍ୱାସୀ” ବ୍ୟକ୍ତିଙ୍କୁ ବିବାହ କରିବାର ଆଜ୍ଞା ମାନିଲେ ମୋତେ କʼଣ ଲାଭ ହେବ ?’