इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କ ପାଖକୁ ଯାଇ ଆଶ୍ରୟ ନିଅନ୍ତୁ

ଯିହୋବାଙ୍କ ପାଖକୁ ଯାଇ ଆଶ୍ରୟ ନିଅନ୍ତୁ

ଇସ୍ରାଏଲ ଦେଶରେ ଛଅଟି ଆଶ୍ରୟ ନଗର ଥିଲା । ଯଦି କେହି ଅଜାଣତରେ କାହାରିକୁ ହତ୍ୟା କରିଦେଉଥିଲା, ତେବେ ସେ ରକ୍ଷା ପାଇବା ପାଇଁ କୌଣସି ଆଶ୍ରୟ ନଗରକୁ ପଳାଇପାରୁଥିଲା (ଗଣ ୩୫:୧୫; ପ୍ର୧୭.୧୧-ହି ପୃ ୯ ¶୪)

ଇସ୍ରାଏଲର ପ୍ରତ୍ୟେକ ମକଦ୍ଦମାର ନ୍ୟାୟ ମୁଖିଆମାନେ କରୁଥିଲେ (ଗଣ ୩୫:୨୪; ପ୍ର୧୭.୧୧-ହି ପୃ ୯ ¶୬)

ଆଶ୍ରୟ ନଗରକୁ ପଳାଉଥିବା ଲୋକେ ସୁରକ୍ଷିତ ରହୁଥିଲେ (ଗଣ ୩୫:୨୫; ପ୍ର୧୭.୧୧-ହି ପୃ ୧୧ ¶୧୩)

ଯିହୋବାଙ୍କ ପାଖକୁ ଯାଇ ଆଶ୍ରୟ ପାଇବା ପାଇଁ ଆମକୁ ଯୀଶୁଙ୍କ ମୁକ୍ତିର ମୂଲ୍ୟର ବଳିଦାନ ଉପରେ ବିଶ୍ୱାସ କରିବା ଜରୁରୀ । ଯଦି ଆମେ ପାପ କରିଛୁ, ତେବେ ହୃଦୟରୁ ପଶ୍ଚାତାପ କରିବା ଉଚିତ୍‌ । ଏପରି କଲେ ଯିହୋବା ଆମକୁ ସମ୍ପୂର୍ଣ୍ଣ ଭାବେ କ୍ଷମା କରିଦେବେ ।