इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ସଲଫାଦର ଝିଅମାନେ ନିଜ ପିତାଙ୍କ ସମ୍ପତ୍ତିର ଅଧିକାର ପାଇଁ ଅନୁରୋଧ କରୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କ ଭଳି ହୁଅନ୍ତୁ ଓ ଭେଦଭାବ କରନ୍ତୁ ନାହିଁ

ଯିହୋବାଙ୍କ ଭଳି ହୁଅନ୍ତୁ ଓ ଭେଦଭାବ କରନ୍ତୁ ନାହିଁ

ସଲଫାଦର ପାଞ୍ଚ ଝିଅ ଚାହୁଁଥିଲେ ଯେ ପିତାଙ୍କ ସମ୍ପତ୍ତିର ଅଧିକାର ସେମାନଙ୍କୁ ମିଳୁ (ଗଣ ୨୭:୧-୪; ପ୍ର୧୩-ହି ୬/୧୫ ପୃ ୧୦ ¶୧୪; ବାହାରେ ଥିବା ଚିତ୍ର ଦେଖନ୍ତୁ ।)

ଯିହୋବା ସଠିକ୍‌ ନ୍ୟାୟ କଲେ, ଭେଦଭାବ କଲେ ନାହିଁ (ଗଣ ୨୭:୫-୭; ପ୍ର୧୩-ହି ୬/୧୫ ପୃ ୧୧ ¶୧୫)

ଆମେ ମଧ୍ୟ ଭେଦଭାବ କରିବା ଉଚିତ୍‌ ନୁହେଁ (ଗଣ ୨୭:୮-୧୧; ପ୍ର୧୩-ହି ୬/୧୫ ପୃ ୧୧ ¶୧୬)

ଆମେ ସମସ୍ତ ଭାଇଭଉଣୀମାନଙ୍କୁ ପ୍ରେମ ଓ ସମ୍ମାନ କରିବା ଉଚିତ୍‌ ଏବଂ ସମସ୍ତ ଭାଷା ଓ ଜାତିର ଲୋକମାନଙ୍କୁ ପ୍ରଚାର କରିବା ଉଚିତ୍‌ ।