इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ପ୍ରଚାର କରିବାର ନମୁନା

ପ୍ରଚାର କରିବାର ନମୁନା

ପ୍ରଥମ ସାକ୍ଷାତ a

ପ୍ରଶ୍ନ : ପଇସା ଜରୁରୀ କିନ୍ତୁ କʼଣ ବହୁତ ପଇସା ଥିଲେ ହିଁ ଆମେ ଖୁସିରେ ରହିବା ?

ପଦ : ଏବ୍ରୀ ୧୩:୫

ଆର ଥରକୁ : ଆମ ପାଖରେ ଯାହା ଅଛି, ଆମେ ସେଥିରେ ସନ୍ତୁଷ୍ଟ କିପରି ରହିପାରିବା ?

ପୁନଃସାକ୍ଷାତ b

ପ୍ରଶ୍ନ : ଆମ ପାଖରେ ଯାହା ଅଛି, ଆମେ ସେଥିରେ ସନ୍ତୁଷ୍ଟ କିପରି ରହିପାରିବା ?

ପଦ : ଏବ୍ରୀ ୧୩:୧୮

ଆର ଥରକୁ : ସଚ୍ଚୋଟ ଓ ସନ୍ତୁଷ୍ଟ ରହିଲେ ଆମେ ଖୁସିରେ କିପରି ରହିପାରିବା ?

a b ଆପଣ ନିଜ ଅଞ୍ଚଳର ପରିସ୍ଥିତି ଅନୁସାରେ ପ୍ରଶ୍ନ ଓ ସେଟିଙ୍ଗ୍‌ ପରିବର୍ତ୍ତନ କରିପାରିବେ ।