इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଖରାପ ଇଚ୍ଛାଗୁଡ଼ିକୁ କାବୁ କରନ୍ତୁ

ଖରାପ ଇଚ୍ଛାଗୁଡ଼ିକୁ କାବୁ କରନ୍ତୁ

ଦାଉଦ ନିଜ ମନରେ ଖରାପ ଇଚ୍ଛାଗୁଡ଼ିକୁ ବଢ଼ିବାକୁ ଦେଲେ (୨ଶାମୁ ୧୧:୨-୪; ପ୍ର୨୧.୦୬-ହି ପୃ ୧୭ ¶୧୦)

ଦାଉଦ ନିଜ ପାପକୁ ଲୁଚାଇବା ପାଇଁ ନିଜ ଅଧିକାରର ଭୁଲ ବ୍ୟବହାର କଲେ (୨ଶାମୁ ୧୧:୫, ୧୪, ୧୫; ପ୍ର୧୯.୦୯-ହି ପୃ ୧୭ ¶୧୫)

ଦାଉଦ ପାପ କରିବା ଯୋଗୁଁ ତାଙ୍କୁ ଖରାପ ପରିଣାମ ଭୋଗିବାକୁ ପଡ଼ିଲା (୨ଶାମୁ ୧୨:୯-୧୨; ପ୍ର୧୮.୦୬-ହି ପୃ ୧୭ ¶୭)

ଆମେ ନିଜକୁ କାବୁ କରି ରଖିବା ଉଚିତ୍‌ । ଖରାପ ଜିନିଷ ଦେଖିବା ଉଚିତ୍‌ ନୁହେଁ ଏବଂ ସେ ବିଷୟରେ ଭାବିବା ମଧ୍ୟ ଉଚିତ୍‌ ନୁହେଁ । (ଗାଲା ୫:୧୬, ୨୨, ୨୩) ଯିହୋବା ଆମକୁ ସାହାଯ୍ୟ କରିବେ, ତେଣୁ ଆମେ ମନରେ ଖରାପ ଇଚ୍ଛାଗୁଡ଼ିକୁ ବଢ଼ିବାରୁ ରୋକିପାରିବା ।

ନିଜକୁ ପଚାରନ୍ତୁ, ‘ମୋଠାରେ କେଉଁ ଖରାପ ଇଚ୍ଛାଗୁଡ଼ିକ ଅଛି ଯାହାକୁ ରୋକିବା ପାଇଁ ମୋତେ ଆହୁରି ଅଧିକ ଚେଷ୍ଟା କରିବାକୁ ହେବ ?’