୧୬-୨୨ ମେ
୨ ଶାମୁୟେଲ ୧-୩
ଗୀତ ୧୦୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଧନୁ ନାମକ ଶୋକ ଗୀତରୁ ଆମେ କʼଣ ଶିଖୁ ?”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ଶାମୁ ୧:୨୬—ଯୋନାଥନ ଦାଉଦଙ୍କ ନିଜ ଭାଇ ନ ଥିଲେ, ତଥାପି ଦାଉଦ ତାଙ୍କୁ ମୋର “ଭାଇ” ବୋଲି କାହିଁକି କହିଲେ ? (ଇନସାଇଟ୍-୧ ପୃ ୩୬୯ ¶୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ଶାମୁ ୩:୧-୧୬ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୩)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କୌଣସି ସାଧାରଣ ବିଷୟରେ ଏପରି କଥାବାର୍ତ୍ତା ଆରମ୍ଭ କରନ୍ତୁ, ଯାହାଫଳରେ କିଛି ପୁନଃସାକ୍ଷାତ କଲା ପରେ ଆପଣ ତାଙ୍କୁ ସଜାଗ ହୁଅ ! ସଂଖ୍ୟା ୧ ପତ୍ରିକା ଦେଇପାରିବେ । (ଶିଖାଇବା ଅଧ୍ୟୟନ ୨୦)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ପାଠ ୦୪ ପଏଣ୍ଟ ନଂ. ୫ ଏବଂ କିଛି ଲୋକ କହନ୍ତି (ଶିଖାଇବା ଅଧ୍ୟୟନ ୧୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ପ୍ରେମ . . . ଅଧର୍ମରେ ଆନନ୍ଦ କରେ ନାହିଁ”: (୭ ମି.) ଆଲୋଚନା; ମନେ ରଖନ୍ତୁ ଯେ ପ୍ରେମ—ଅଧର୍ମରେ ଆନନ୍ଦ କରେ ନାହିଁ ନାମକ ଭିଡିଓ ଦେଖାନ୍ତୁ ।
“ପ୍ରେମ . . . ସମସ୍ତ ଭରସା କରେ”: (୮ ମି.) ଆଲୋଚନା; ମନେ ରଖନ୍ତୁ ଯେ ପ୍ରେମ—ସମସ୍ତ ଭରସା କରେ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୦୪
ଶେଷ ଟିପ୍ପଣୀ (୩ ମି.)
ଗୀତ ୨ ଏବଂ ପ୍ରାର୍ଥନା