इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଧନୁ ନାମକ ଶୋକ ଗୀତରୁ ଆମେ କʼଣ ଶିଖୁ ?

ଧନୁ ନାମକ ଶୋକ ଗୀତରୁ ଆମେ କʼଣ ଶିଖୁ ?

[୨ ଶାମୁୟେଲ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ । ]

ଯେଉଁମାନଙ୍କୁ ଅଧିକାର ଦିଆଯାଇଛି ସେମାନଙ୍କ ଆଦର କରନ୍ତୁ (୨ଶାମୁ ୧:୧୭, ୧୮, ୨୩, ୨୪; ପ୍ର୦୦-ହି ୬/୧୫ ପୃ ୧୩ ¶୯)

ନିଜ ସାଙ୍ଗମାନଙ୍କ ବିଶ୍ୱସ୍ତ ରହନ୍ତୁ (୨ଶାମୁ ୧:୨୫, ୨୬; ପ୍ର୧୨-ହି ୪/୧୫ ପୃ ୧୦ ¶୮)

ନିଜକୁ ପଚାରନ୍ତୁ: ‘ମୁଁ ମଣ୍ଡଳୀର ପ୍ରାଚୀନମାନଙ୍କୁ କିପରି ଆଦର ଦେଖାଇପାରିବି ? ମୁଁ ନିଜ ଭାଇଭଉଣୀମାନଙ୍କ ବିଶ୍ୱସ୍ତ କିପରି ରହିପାରିବି ?’