इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଅମ୍ନୋନର ସ୍ୱାର୍ଥର ଖରାପ ପରିଣାମ

ଅମ୍ନୋନର ସ୍ୱାର୍ଥର ଖରାପ ପରିଣାମ

ଅମ୍ନୋନ ତାମରର ରୂପରଙ୍ଗକୁ ଦେଖି ତା’ପ୍ରତି ଆକର୍ଷିତ ହୋଇଯାଇଥିଲା (୨ଶାମୁ ୧୩:୧, ୨; ଇନସାଇଟ୍‌-୧ ପୃ ୩୨)

ଅମ୍ନୋନ ତାମରର ବଳାତ୍କାର କଲା (୨ଶାମୁ ୧୩:୧୦-୧୫; ପ୍ର୧୭.୦୯-ହି ପୃ ୫ ¶୧୧)

ଅବଶାଲୋମ ଅମ୍ନୋନର ହତ୍ୟା କରାଇଲା (୨ଶାମୁ ୧୩:୨୮, ୨୯; ଇନସାଇଟ୍‌-୧ ପୃ ୩୩ ¶୧)

ବିବାହ ପୂର୍ବରୁ ଯେବେ ମଧ୍ୟ ପୁଅ ଏବଂ ଝିଅ ଭେଟନ୍ତି, ତେବେ ସେମାନେ କେଉଁ କଥା ଧ୍ୟାନ ରଖିପାରିବେ, ଯାହାଫଳରେ ସେମାନେ କୌଣସି ଭୁଲ କାମ କରିବେ ନାହିଁ ? ସେମାନେ ନିଜ ଉପରେ ସଂଯମ ରଖିବା ଉଚିତ୍‌ ଏବଂ ଏପରି କୌଣସି ଜାଗାକୁ ଯିବା ଉଚିତ୍‌ ନୁହେଁ କିମ୍ବା ଏପରି ପରିସ୍ଥିତିରେ ପଡ଼ିବା ଉଚିତ୍‌ ନୁହେଁ, ଯେଉଁଠି ସେମାନେ କୌଣସି ଭୁଲ କାମ କରିପାରନ୍ତି ।