ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଅମ୍ନୋନର ସ୍ୱାର୍ଥର ଖରାପ ପରିଣାମ
ଅମ୍ନୋନ ତାମରର ରୂପରଙ୍ଗକୁ ଦେଖି ତା’ପ୍ରତି ଆକର୍ଷିତ ହୋଇଯାଇଥିଲା (୨ଶାମୁ ୧୩:୧, ୨; ଇନସାଇଟ୍-୧ ପୃ ୩୨)
ଅମ୍ନୋନ ତାମରର ବଳାତ୍କାର କଲା (୨ଶାମୁ ୧୩:୧୦-୧୫; ପ୍ର୧୭.୦୯-ହି ପୃ ୫ ¶୧୧)
ଅବଶାଲୋମ ଅମ୍ନୋନର ହତ୍ୟା କରାଇଲା (୨ଶାମୁ ୧୩:୨୮, ୨୯; ଇନସାଇଟ୍-୧ ପୃ ୩୩ ¶୧)
ବିବାହ ପୂର୍ବରୁ ଯେବେ ମଧ୍ୟ ପୁଅ ଏବଂ ଝିଅ ଭେଟନ୍ତି, ତେବେ ସେମାନେ କେଉଁ କଥା ଧ୍ୟାନ ରଖିପାରିବେ, ଯାହାଫଳରେ ସେମାନେ କୌଣସି ଭୁଲ କାମ କରିବେ ନାହିଁ ? ସେମାନେ ନିଜ ଉପରେ ସଂଯମ ରଖିବା ଉଚିତ୍ ଏବଂ ଏପରି କୌଣସି ଜାଗାକୁ ଯିବା ଉଚିତ୍ ନୁହେଁ କିମ୍ବା ଏପରି ପରିସ୍ଥିତିରେ ପଡ଼ିବା ଉଚିତ୍ ନୁହେଁ, ଯେଉଁଠି ସେମାନେ କୌଣସି ଭୁଲ କାମ କରିପାରନ୍ତି ।