୨୩-୨୯ ମେ
୨ ଶାମୁୟେଲ ୪-୬
ଗୀତ ୧୩୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବାଙ୍କୁ ଭୟ କରନ୍ତୁ, ତାଙ୍କୁ କ୍ରୋଧିତ କରନ୍ତୁ ନାହିଁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ଶାମୁ ୬:୮, ୯—ଯେବେ ଯିହୋବା କ୍ରୋଧିତ ହେଲେ, ତେବେ ଦାଉଦ କʼଣ କଲେ ? ଏଥିରୁ ଆମେ କʼଣ ଶିଖୁ ? (ପ୍ର୯୬-ହି ୪/୧ ପୃ ୨୯ ¶୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ଶାମୁ ୪:୧-୧୨ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କୌଣସି ସାଧାରଣ ବିଷୟରେ ଏପରି କଥାବାର୍ତ୍ତା ଆରମ୍ଭ କରନ୍ତୁ, ଯାହାଫଳରେ କିଛି ପୁନଃସାକ୍ଷାତ କଲା ପରେ ଆପଣ ତାଙ୍କୁ ସଜାଗ ହୁଅ ! ସଂଖ୍ୟା ୧ ପତ୍ରିକା ଦେଇପାରିବେ । (ଶିଖାଇବା ଅଧ୍ୟୟନ ୯)
ଭାଷଣ: (୫ ମି.) ପ୍ର୦୫-ହି ୧୦/୧ ପୃ ୨୩-୨୪ ¶୧୪-୧୫—ବିଷୟବସ୍ତୁ: “ଈଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ପ୍ରଦାନ କର”—ପ୍ରକା ୧୪:୭. (ଶିଖାଇବା ଅଧ୍ୟୟନ ୧୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“କʼଣ ଆପଣ ବିପତ୍ତିଗୁଡ଼ିକର ସାମନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ?”: (୧୫ ମି.) ଜଣେ ପ୍ରାଚୀନଙ୍କ ଦ୍ୱାରା ଭାଷଣ । ବିପତ୍ତିର ସାମନା କରିବାକୁ କʼଣ ଆପଣ ପ୍ରସ୍ତୁତ ଅଛନ୍ତି ? ନାମକ ଭିଡିଓ ଦେଖାନ୍ତୁ (ଭିଡିଓ > ବାଇବଲ) । ଏବିଷୟରେ ଯଦି ଶାଖା କାର୍ଯ୍ୟାଳୟ ଓ ପ୍ରାଚୀନମାନଙ୍କ ସମୂହ କିଛି ପରାମର୍ଶ ଦେଇଛନ୍ତି, ତେବେ ସେଗୁଡ଼ିକୁ ଦୋହରାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୦୫
ଶେଷ ଟିପ୍ପଣୀ (୩ ମି.)
ଗୀତ ୯୬ ଏବଂ ପ୍ରାର୍ଥନା