इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କୁ ଭୟ କରନ୍ତୁ, ତାଙ୍କୁ କ୍ରୋଧିତ କରନ୍ତୁ ନାହିଁ

ଯିହୋବାଙ୍କୁ ଭୟ କରନ୍ତୁ, ତାଙ୍କୁ କ୍ରୋଧିତ କରନ୍ତୁ ନାହିଁ

ଈଶ୍ୱର ନିଜ ନିୟମ କେବେ ବଦଳାନ୍ତି ନାହିଁ ଯଦିଓ କେହି ସେହି ନିୟମକୁ ଭଲ ଉଦ୍ଦେଶ୍ୟରେ ଭାଙ୍ଗିଥାଏ (୨ଶାମୁ ୬:୩-୫; ପ୍ର୦୫-ହି ୫/୧୫ ପୃ ୧୭ ¶୭)

ଉଷ ଈଶ୍ୱରଙ୍କ ଆଜ୍ଞା ମାନିଲେ ନାହିଁ (୨ଶାମୁ ୬:୬; ପ୍ର୦୫-ହି ୨/୧ ପୃ ୨୭ ¶୨୦)

ଉଷ ଈଶ୍ୱରଙ୍କୁ ଭୟ କଲେ ନାହିଁ ଏବଂ ନିଜ ସୀମା ଭିତରେ ରହିଲେ ନାହିଁ । ତେଣୁ ଯିହୋବା ତାଙ୍କୁ ଦଣ୍ଡ ଦେଲେ (୨ଶାମୁ ୬:୭; ପ୍ର୦୫-ହି ୨/୧ ପୃ ୨୭ ¶୨୧)

ନିଜକୁ ପଚାରନ୍ତୁ, ମୋତେ କେଉଁ କଥା ଧ୍ୟାନ ରଖିବା ଉଚିତ୍‌, ଯାହାଫଳରେ ମୁଁ ଯିହୋବାଙ୍କୁ କ୍ରୋଧିତ କରିବି ନାହିଁ ?—ହିତୋ ୩:୭