୨୭ ଜୁନ୍–୩ ଜୁଲାଇ
୨ ଶାମୁୟେଲ ୧୫-୧୭
ଗୀତ ୧୨୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଅହଂକାର ଯୋଗୁଁ ଅବଶାଲୋମ ବିଦ୍ରୋହୀ ହୋଇଗଲା”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ଶାମୁ ୧୬:୪—ଦାଉଦ ଯେପରି ତରବର ହୋଇ ନିଷ୍ପତ୍ତି ନେଲେ, ସେଥିରୁ ଆମେ କʼଣ ଶିଖୁ ? (ପ୍ର୧୮.୦୮-ହି ପୃ ୬ ¶୧୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ଶାମୁ ୧୭:୧୭-୨୯ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୭)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କୌଣସି ସାଧାରଣ ବିଷୟରେ ଏପରି କଥାବାର୍ତ୍ତା ଆରମ୍ଭ କରନ୍ତୁ, ଯାହାଫଳରେ କିଛି ପୁନଃସାକ୍ଷାତ କଲା ପରେ ଆପଣ ତାଙ୍କୁ ସଜାଗ ହୁଅ ! ସଂଖ୍ୟା ୧ ପତ୍ରିକା ଦେଇପାରିବେ । (ଶିଖାଇବା ଅଧ୍ୟୟନ ୨)
ଭାଷଣ: (୫ ମି.) ପ୍ର୦୯-ହି ୫/୧୫ ପୃ ୨୭-୨୮—ବିଷୟବସ୍ତୁ: ଇତ୍ତୟଙ୍କ ଭଳି ଉତ୍ସାହର ସହ ସେବା କରନ୍ତୁ—୨ଶାମୁ ୧୫:୧୯-୨୨. (ଶିଖାଇବା ଅଧ୍ୟୟନ ୧୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୫ ମି.)
“ପ୍ରେମ . . . ଅହଙ୍କାର କରେ ନାହିଁ”: (୧୦ ମି.) ଆଲୋଚନା; ମନେ ରଖନ୍ତୁ ଯେ ପ୍ରେମ ଅହଙ୍କାର କରେ ନାହିଁ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୧୦
ଶେଷ ଟିପ୍ପଣୀ (୩ ମି.)
ଗୀତ ୮୭ ଏବଂ ପ୍ରାର୍ଥନା