इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଅହଂକାର ଯୋଗୁଁ ଅବଶାଲୋମ ବିଦ୍ରୋହୀ ହୋଇଗଲା

ଅହଂକାର ଯୋଗୁଁ ଅବଶାଲୋମ ବିଦ୍ରୋହୀ ହୋଇଗଲା

ଅବଶାଲୋମ ଚାହୁଁଥିଲା ଯେ ଲୋକମାନେ ତାଙ୍କ ପ୍ରଶଂସା କରନ୍ତୁ (୨ଶାମୁ ୧୫:୧; ଇନସାଇଟ୍‌-୧ ପୃ ୮୬୦)

ଅବଶାଲୋମ ଲୋକମାନଙ୍କୁ ମିଠା ମିଠା କଥା କହି ସେମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଥିଲା (୨ଶାମୁ ୧୫:୨-୬; ପ୍ର୧୨-ହି ୭/୧୫ ପୃ ୧୩ ¶୫)

ସେ ନିଜ ପିତାଙ୍କ ଜାଗାରେ ରାଜା ହେବାକୁ ଚାହୁଁଥିଲା (୨ଶାମୁ ୧୫:୧୦-୧୨; ଇନସାଇଟ୍‌-୧ ପୃ ୧୦୮୩-୧୦୮୪)

ଆମେ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ହେବା ପାଇଁ ଚେଷ୍ଟା କରିବା ଉଚିତ୍‌ ନୁହେଁ । ଆମେ ଭାବିବା ଉଚିତ୍‌ ଯେ ଆମ ଉଦ୍ଦେଶ୍ୟ କʼଣ । ଅନ୍ୟମାନଙ୍କ ପାଖରେ ଦେଖେଇ ହେବା ପରିବର୍ତ୍ତେ ଆମେ ସେମାନଙ୍କ ଭଲ ବିଷୟରେ ଚିନ୍ତା କରିବା ଉଚିତ୍‌ ।—ଫିଲିପ୍‌ ୨:୩, ୪.