इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଦାଉଦଙ୍କ ଯୁଦ୍ଧ ରଣନୀତି

ଦାଉଦଙ୍କ ଯୁଦ୍ଧ ରଣନୀତି

ଦାଉଦ ଶାଉଲଙ୍କଠାରୁ ଜୀବନ ରକ୍ଷା କରି ପଳାଇଲେ (୧ଶାମୁ ୨୭:୫-୭; ଇନସାଇଟ୍‌-୧ ପୃ ୪୧)

ଦାଉଦ ଯିହୁଦା ଅଞ୍ଚଳକୁ ରକ୍ଷା କଲେ (୧ଶାମୁ ୨୭:୮, ୯; ପ୍ର୨୧.୦୩ ପୃ ୪ ¶୮)

ଦାଉଦ ଆଖୀଶ୍‌କୁ ସବୁକିଛି କହିଲେ ନାହିଁ (୧ଶାମୁ ୨୭:୧୦-୧୨; ଇନସାଇଟ୍‌-୨ ପୃ ୨୪୫ ¶୬)

ହୁଏତ ସରକାର ଆମ ପ୍ରଚାର କାମକୁ ବନ୍ଦ କରିବ ଏବଂ ଆମକୁ ଭାଇମାନଙ୍କ ବିଷୟରେ ପଚାରିବ । ଏପରି ସମୟରେ ବୁଝିବିଚାରି କାମ କରିବା ଏବଂ ଚୁପ୍‌ ରହିବା ଉଚିତ୍‌, ଯାହାଫଳରେ ଭାଇମାନେ ବିପଦରେ ପଡ଼ିବେ ନାହିଁ ।—ହିତୋ ୧୦:୧୯; ୧୧:୧୨; ଉପ ୩:୭.