इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଦାଉଦ ସେହି ଚୁକ୍ତି ବିଷୟରେ ଭାବୁଛନ୍ତି, ଯାହା ଯିହୋବା ତାଙ୍କୁ କରିଥିଲେ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବା ଦାଉଦଙ୍କ ସହ ଚୁକ୍ତି କଲେ

ଯିହୋବା ଦାଉଦଙ୍କ ସହ ଚୁକ୍ତି କଲେ

ଯିହୋବା ଦାଉଦଙ୍କୁ ପ୍ରତିଜ୍ଞା କଲେ ଯେ ତାଙ୍କ ବଂଶ ହିଁ ରାଜକୀୟ ବଂଶ ହେବ (୨ଶାମୁ ୭:୧୧, ୧୨; ପ୍ର୧୦-ହି ୪/୧ ପୃ ୨୦ ¶୩; ବାହାରେ ଥିବା ଚିତ୍ର ଦେଖନ୍ତୁ)

ଯିହୋବା ଦାଉଦଙ୍କ ସହ ଯେଉଁ ଚୁକ୍ତି କରିଥିଲେ, ସେଥିରୁ କିଛି କଥା ଖ୍ରୀଷ୍ଟଙ୍କ ଉପରେ ପୂରା ହେଲା (୨ଶାମୁ ୭:୧୩, ୧୪; ଏବ୍ରୀ ୧:୫; ପ୍ର୧୦-ହି ୪/୧ ପୃ ୨୦ ¶୪)

ଖ୍ରୀଷ୍ଟଙ୍କ ରାଜ୍ୟ ଜରିଆରେ ଲୋକମାନଙ୍କୁ ସବୁଦିନ ପାଇଁ ଆଶିଷ ମିଳୁଥିବ (୨ଶାମୁ ୭:୧୫, ୧୬; ଏବ୍ରୀ ୧:୮; ପ୍ର୧୪-ହି ୧୦/୧୫ ପୃ ୧୦ ¶୧୪)

ସୂର୍ଯ୍ୟ ଓ ଚନ୍ଦ୍ର ଭଳି ଖ୍ରୀଷ୍ଟଙ୍କ ରାଜ୍ୟ ମଧ୍ୟ ସବୁଦିନ ପାଇଁ ରହିବ । (ଗୀତ ୮୯:୩୫-୩୭) ଯେତେବେଳେ ଆପଣ ଆକାଶରେ ସୂର୍ଯ୍ୟ ଓ ଚନ୍ଦ୍ରକୁ ଦେଖନ୍ତି, ତେବେ ସେହି ଆଶିଷ ବିଷୟରେ ଭାବନ୍ତୁ ଯାହା ଯିହୋବା ତାଙ୍କ ରାଜ୍ୟରେ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଦେବେ ।