इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଦାଉଦ ଅନ୍ୟମାନଙ୍କୁ ଦୟା ଦେଖାଇଲେ

ଦାଉଦ ଅନ୍ୟମାନଙ୍କୁ ଦୟା ଦେଖାଇଲେ

ଦାଉଦ ଜାଣିବାକୁ ଚେଷ୍ଟା କଲେ ଯେ ସେ କାହା ଉପରେ ଦୟା କରିପାରିବେ (୨ଶାମୁ ୯:୧; ପ୍ର୦୬-ହି ୭/୧ ପୃ ୧୦ ¶୬)

ଦାଉଦ ତୁରନ୍ତ ମଫୀବୋଶତ୍‌କୁ ସାହାଯ୍ୟ କଲେ (୧ଶାମୁ ୨୦:୧୫, ୪୨; ୨ଶାମୁ ୯:୫-୭; ପ୍ର୦୫-ହି ୫/୧୫ ପୃ ୧୭ ¶୧୧)

ଦାଉଦ ସୀବଃକୁ କହିଲେ ଯେ ସେ ମଫୀବୋଶତ୍‌ର ଜମିକୁ ଦେଖାରେଖା କରୁ (୨ଶାମୁ ୯:୯, ୧୦; ପ୍ର୦୨-ହି ୨/୧୫ ପୃ ୧୪ ¶୧୦)

ଦାଉଦ ଯୋନାଥନକୁ ଯାହା ପ୍ରତିଜ୍ଞା କରିଥିଲେ, ତାହା ସେ ଭୁଲିଲେ ନାହିଁ । ଆମେ ମଧ୍ୟ ଭାଇଭଉଣୀଙ୍କ ଉପରେ ଦୟା କରିବା ଉଚିତ୍‌ ।—ଗୀତ ୪୧:୧, ୨; ହିତୋ ୧୯:୧୭.