इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୯-୧୫ ମେ
  • ଗୀତ ୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୩

  • ଯିହୋବାଙ୍କ ମିତ୍ର ହୁଅ—ଯେବେ ବି ଯିହୋବାଙ୍କୁ ପ୍ରାର୍ଥନା କରେ: (୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ (ଭିଡିଓ > ପିଲାଙ୍କ ପାଇଁ) । ଯଦି ସମ୍ଭବ, କିଛି ଛୋଟ ପିଲାଙ୍କୁ ପଚାରନ୍ତୁ: ତମେ ଯିହୋବାଙ୍କ ସହ କାହିଁକି କଥା ହେବା ଉଚିତ୍‌ ? ତମେ କେଉଁ କେଉଁ ସମୟରେ ଯିହୋବାଙ୍କ ସହ କଥା ହୋଇପାରିବ ? ଯେବେ ତମେ ପ୍ରାର୍ଥନା କର, ତେବେ ଯିହୋବାଙ୍କୁ କʼଣ କହିପାରିବ ?

  • ମଣ୍ଡଳୀର ଆବଶ୍ୟକତା: (୧୦ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ! ପାଠ ୦୩

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୯୫ ଏବଂ ପ୍ରାର୍ଥନା