୨୯ ମେ-୪ ଜୁନ୍
୨ ବଂଶାବଳୀ ୨୮-୨୯
ଗୀତ ୫୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଆପଣଙ୍କ ବାପାମାଆଙ୍କ ଭଲ ଉଦାହରଣ ନ ଥିବା ସତ୍ତ୍ୱେ ଆପଣ ଯିହୋବାଙ୍କ ସେବା କରିପାରିବେ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ବଂଶା ୨୯:୨୫—ଯେବେ ଯିହୋବା ନାଥନଙ୍କୁ ସୁଧାରିବା ପାଇଁ ପରାମର୍ଶ ଦେଲେ, ତେବେ ତାହା ମାନି ତାଙ୍କୁ କʼଣ ଲାଭ ହେଲା ? ଏଥିରୁ ଆମେ କʼଣ ଶିଖୁ ? (ପ୍ର୧୨-ହି ୨/୧୫ ପୃ ୨୪-୨୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ବଂଶା ୨୮:୧-୧୧ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୪)
ପୁନଃସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ତାʼପରେ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୯)
ବାଇବଲ ଅଧ୍ୟୟନ: (୬ ମି.) ଜୀବନ ବହି ପାଠ ୧୦ ପଏଣ୍ଟ ନଂ. ୪ (ଶିଖାଇବା ଅଧ୍ୟୟନ ୧୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଯିହୋବା ‘ପିତୃହୀନମାନଙ୍କର ପିତା’ ଅଟନ୍ତି”: (୮ ମି.) ଆଲୋଚନା ଏବଂ ଭିଡିଓ ।
ମଣ୍ଡଳୀର ଆବଶ୍ୟକତା: (୭ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୪୭
ଶେଷ ଟିପ୍ପଣୀ (୩ ମି.)
ଗୀତ ୮୬ ଏବଂ ପ୍ରାର୍ଥନା