୫-୧୧ ଜୁନ୍
୨ ବଂଶାବଳୀ ୩୦-୩୧
ଗୀତ ୮୭ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଏକା ସହ ମିଶି ଏକାଠି ହେବା ଆମ ପାଇଁ ଲାଭଦାୟକ ଅଟେ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ବଂଶା ୩୦:୨୦—ଯିହୋବା ଯେପରି ଭାବେ ହିଜକୀୟଙ୍କ ପ୍ରାର୍ଥନା ଶୁଣିଲେ ସେଥିରୁ ଆମେ କʼଣ ଶିଖୁ ? (ପ୍ର୧୮.୦୯-ହି ପୃ ୬ ¶୧୪-୧୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ବଂଶା ୩୧:୧୧-୨୧ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । (ଶିଖାଇବା ଅଧ୍ୟୟନ ୨୦)
ପୁନଃସାକ୍ଷାତ: (୫ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ତାʼପରେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ଦିଅନ୍ତୁ ଏବଂ ପାଠ ୦୧ରୁ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୮)
ଭାଷଣ: (୫ ମି.) ପ୍ର୧୯.୦୧-ହି ପୃ ୧୧-୧୩ ¶୧୩-୧୮—ବିଷୟ: ସଭାରେ ଉତ୍ତର ଦେଇ ଯିହୋବାଙ୍କ ପ୍ରଶଂସା କରନ୍ତୁ । (ଶିଖାଇବା ଅଧ୍ୟୟନ ୧୬)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବାଙ୍କ ମିତ୍ର ହୁଅ—ଉତ୍ତର ଦେବା ପାଇଁ ପ୍ରସ୍ତୁତି କର: (୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ, ଯଦି ସମ୍ଭବ କିଛି ଛୋଟ ପିଲାଙ୍କୁ ପଚାରନ୍ତୁ: ଆପଣ ସଭାଗୁଡ଼ିକରେ ଉତ୍ତର ଦେବା ପାଇଁ ପ୍ରସ୍ତୁତି କିପରି କରିପାରିବେ ? ଯଦି ଆମକୁ ଉତ୍ତର ଦେବା ପାଇଁ ସୁଯୋଗ ମିଳେ ନାହିଁ ତେବେ ବି ଆମେ ଖୁସି କାହିଁକି ରହିପାରିବା ?
ସଂଗଠନକୁ ମିଳିଥିବା ସଫଳତା: (୧୦ ମି.) ଜୁନ୍ ମାସର ସଂଗଠନକୁ ମିଳିଥିବା ସଫଳତା ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ଭାଗ ୩ରେ ଆପଣ କʼଣ ଶିଖିଲେ ?
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୧୫ ଏବଂ ପ୍ରାର୍ଥନା