इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୦-୧୬ ଜୁନ୍‌

ଗୀତସଂହିତା ୪୮–୫୦

୧୦-୧୬ ଜୁନ୍‌

ଗୀତ ୧୨୬ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ବାପାମାଆମାନେ ନିଜ ପିଲାମାନଙ୍କୁ ଯିହୋବାଙ୍କ ସଂଗଠନ ଉପରେ ଭରସା କରିବା ଶିଖାନ୍ତୁ

(୧୦ ମି.)

ନିଜ ପିଲାମାନଙ୍କୁ ଯିହୋବା ଓ ତାଙ୍କ ସଂଗଠନର ନିକଟତର ହୋଇ ରହିବା ପାଇଁ ସାହାଯ୍ୟ କରନ୍ତୁ (ଗୀତ ୪୮:୧୨, ୧୩; ପ୍ର୨୨.୦୩-ହି ପୃ ୨୨ ¶୧୧; ପ୍ର୧୧-ହି ୩/୧୫ ପୃ ୧୯-୨୦ ¶୫-୭)

ନିଜ ପିଲାମାନଙ୍କୁ ଯିହୋବାଙ୍କ ସଂଗଠନର ଇତିହାସ ବିଷୟରେ କହନ୍ତୁ (ପ୍ର୧୨-ହି ୮/୧୫ ପୃ ୧୨ ¶୫)

ନିଜ ଉଦାହରଣରୁ ପିଲାମାନଙ୍କୁ ଶିଖାନ୍ତୁ ଯେ ଆମେ ଯିହୋବାଙ୍କ ସଂଗଠନରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକୁ ମାନିବା ଉଚିତ୍‌ (ଗୀତ ୪୮:୧୪)

ପାରିବାରିକ ଉପାସନା ପାଇଁ ପରାମର୍ଶ: ମଝି ମଝିରେ jw.org ୱେବସାଇଟ୍‌ରେ “ଆମ ସଂଗଠନ” ଭାଗରେ ଦିଆଯାଇଥିବା କୌଣସି ଭିଡିଓ ଦେଖନ୍ତୁ ଏବଂ ଚର୍ଚ୍ଚା କରନ୍ତୁ ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୪୯:୬, ୭—ଇସ୍ରାଏଲୀୟମାନଙ୍କୁ ନିଜ ଧନସମ୍ପତ୍ତି ବିଷୟରେ କʼଣ ମନେ ରଖିବାର ଥିଲା ? (ଇନସାଇଟ୍‌-୨ ପୃ ୮୦୫)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. ସାହସର ସହ ପ୍ରଚାର କରନ୍ତୁ—ଯୀଶୁ କʼଣ କଲେ ?

(୭ ମି.) ଭିଡିଓ ଦେଖାନ୍ତୁ, ତାʼପରେ ଲୋକଙ୍କୁ ପ୍ରେମ ପାଠ ୬ ପଏଣ୍ଟ ନଂ. ୧-୨ ଉପରେ ଆଲୋଚନା କରନ୍ତୁ ।

୫. ସାହସର ସହ ପ୍ରଚାର କରନ୍ତୁ—ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୭୩

୬. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୭. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୦୩ ଏବଂ ପ୍ରାର୍ଥନା