इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୪-୩୦ ଜୁନ୍‌

ଗୀତସଂହିତା ୫୪–୫୬

୨୪-୩୦ ଜୁନ୍‌

ଗୀତ ୪୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଈଶ୍ୱର ଆପଣଙ୍କ ପକ୍ଷରେ ଅଛନ୍ତି

(୧୦ ମି.)

ଯେବେ ଆପଣଙ୍କୁ ଡର ଲାଗେ, ତେବେ ଦାଉଦଙ୍କ ଭଳି ଯିହୋବାଙ୍କ ଉପରେ ଭରସା ରଖନ୍ତୁ (ଗୀତ ୫୬:୧-୪; ପ୍ର୦୬-ହି ୮/୧ ପୃ ୨୩-୨୪ ¶୧୦-୧୧)

ଯେବେ ଆପଣ ଧୈର୍ଯ୍ୟ ଧରନ୍ତି, ତେବେ ଯିହୋବା ଏହାକୁ ବହୁମୂଲ୍ୟ ମନେକରନ୍ତି ଏବଂ ସେ ଆପଣଙ୍କୁ ସାହାଯ୍ୟ ମଧ୍ୟ କରିବେ (ଗୀତ ୫୬:୮; ଯିହୋବାଙ୍କ ନିକଟବର୍ତ୍ତୀ ପୃ ୨୪୩-୨୪୪ ¶୯)

ଯିହୋବା ଆପଣଙ୍କ ପକ୍ଷରେ ଅଛନ୍ତି, ସେ ଆପଣଙ୍କର କେବେ ବି ଏପରି କୌଣସି କ୍ଷତି ହେବାକୁ ଦେବେନି ଯାହାକୁ ଠିକ୍‌ କରାଯାଇ ପାରିବନି (ଗୀତ ୫୬:୯-୧୩; ରୋମୀ ୮:୩୬-୩୯; ପ୍ର୨୨.୦୬ ପୃ ୧୮ ¶୧୬-୧୭)

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୫୫:୧୨, ୧୩—କʼଣ ଯିହୋବା ଆଗରୁ ସ୍ଥିର କରିଥିଲେ ଯେ ଯିହୁଦା ଯୀଶୁଙ୍କ ସାଙ୍ଗରେ ବିଶ୍ୱାସଘାତ କରିବ ? (ଇନସାଇଟ୍‌-୧ ପୃ ୮୫୭-୮୫୮)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଜଣେ ବ୍ୟକ୍ତିଙ୍କୁ କହନ୍ତୁ ଯେ ଆମେ ଲୋକଙ୍କୁ ବାଇବଲରୁ ମଧ୍ୟ ଶିଖାଉ । ତାʼପରେ ତାଙ୍କୁ ବାଇବଲରୁ ଶିଖନ୍ତୁ ସମ୍ପର୍କ କାର୍ଡ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୧)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୪)

୬. ଭାଷଣ

(୫ ମି.) ପ୍ର୨୩.୦୧ ପୃ ୨୯-୩୦ ¶୧୨-୧୪—ବିଷୟ: ଆମେ ଯୀଶୁଙ୍କୁ ପ୍ରେମ କରୁ, ତେଣୁ ସାହସର ସହ କାମ କରିଥାଉ । ଚିତ୍ର ମଧ୍ୟ ଦେଖାନ୍ତୁ । (ଶିଖାଇବା ଅଧ୍ୟୟନ ୯)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୫୩

୭. ଆମେ ଖୁସିରେ ରହିପାରିବା . . . ଖଡ଼୍‌ଗ ସତ୍ତ୍ୱେ

(୫ ମି.) ଆଲୋଚନା ।

ଭିଡିଓ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯେବେ ବି ଆପଣଙ୍କୁ ଡର ଲାଗେ, ତେବେ ତାʼର ସାମନା କରିବା ପାଇଁ ଆପଣ ଭାଇ ଡୁଗ୍‌ବେଙ୍କଠାରୁ କʼଣ ଶିଖିପାରିବେ ?

୮. ସଂଗଠନକୁ ମିଳିଥିବା ସଫଳତା

(୧୦ ମି.) ଜୁନ୍‌ ମାସର ଭିଡିଓ ଦେଖାନ୍ତୁ

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୭୦ ଏବଂ ପ୍ରାର୍ଥନା